ଶେଫାଳି
ତୁମେ ଯେମିତି ଝରିଯାଅ ସକାଳ ହେବା ପୂର୍ବରୁ ସ୍ୱପ୍ନ ମୋର ହଜିଗଲା ନିଦ ଭାଙ୍ଗିବା ଆଗରୁ । ତୁମେ ଯେମିତି ଝରିଯାଅ ପ୍ରସ୍ଫୁଟିତ ବୃନ୍ତରୁ ସ୍ୱପ୍ନ ସ୍ଵପ୍ନସବୁ ଝରିଲେଣି ଲୁହ ହେଇ ମୋ ଆଖିରୁ । ଅବଶୋଷ ନାହିଁ କି ତୁମର ବଞ୍ଚିତ ହେଲ ଅର୍ଚ୍ଚନାରୁ ମୁଁ କିନ୍ତୁ କାନ୍ଦୁଛି ଆଉ ଜିଉଁଛି ମରୁ ମରୁ । – ସମିତା ସାହୁ ସମିତା ସାହୁସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ…

