କାନ୍ଦୁଛି ନିରୀହ ନାରୀ
କାହିଁକି ଖେଳୁଛ ନାରୀଙ୍କ ଦେହରେ କି ଲାଭ ତୁମେ ବା ପାଉଛ, ମାଂସ ଲୋଭୀ ତୁମେ ରାକ୍ଷସ ସାଜିଣ ଅନ୍ୟର ଜୀବନ ନେଉଛ । କାମନାରେ ତୁମେ ବଶବର୍ତ୍ତୀ ହୋଇ କାହିଁକି ଇଜ୍ଜତ ଲୁଟୁଛ, ଆଉ କାହା ଦେହେ କଳଙ୍କ ଲଗେଇ କି ସୁଖ ତୁମେ ବା ପାଉଛ । ନାରୀ ଅଟେ ମାଆ ସିଏ ବି ଭଗିନୀ ଏକଥା କି ଭୁଲି ଯାଉଛ, ସହଧର୍ମିଣୀ ଯେ ଅଟେ ସେହି ନାରୀ ଜୀବନ ଯା ସାଥେ କାଟୁଛ । ସେହି ନାରୀଠାରୁ…

