Prabhu

ପ୍ରଭୁ

ସୟନେ ସପନରେ ଜାଗରଣେ ପ୍ରଭୁ ଭଜି ତୁମ ନାଁ କାଳିଆ ସୁଖର ଦୁଃଖରେ ଅବାଟରେ ଗଲେ ହାତ ଧରିଥିବୁ ବନମାଳିଆ ସୁବାଟରେ ମତେ ଯିବାକୁ ପ୍ରଭୁ ହେ ଦିଅ ମତେ ଟିକେ ବୁଦ୍ଧି ତୁମ ଆଶିଷରେ ମୋ ଜୀବନରେ ମୁଁ ପର୍ବତ ପାରିବି ଲଙ୍ଘି ପିତାମାତା ମୋର ପଥ ପ୍ରଦର୍ଶକ ଭାଇ ଭଉଣୀ ମୋ ଶକ୍ତି ତୁମ ପାଦେ ଆମ ଧ୍ୟାନ ରହିଥିବ ଥିଲେ ଆମ ମନେ ଭକ୍ତି ଏତିକି ମିନତୀ ତୁମକୁ କାଳିଆ ଦିଅ ମତେ…

ଅଧିକ ପଢ଼ନ୍ତୁ
mun-mousumi

ମୁଁ ମୌସୁମୀ

କଥା ଦେଇଥିଲି ସେ କଥା ରଖିଲି ଦେଖ ମୁଁ ମୌସୁମୀ ଓଡ଼ିଶା ଆସିଲି, ନବୁଝି ନସୁଝି କ‌ହୁଅଛ ତୁମେ ମୁଁ ଯେ ତୁମକୁ ଧୋକା ଦେଇଦେଲି । ଆସିବାରେ ଟିକେ ବିଳମ୍ବ ହୋଇଛି ହୃଦୟଙ୍ଗମ ତାହା ମୁଁ କରୁଛି, ସେ ଲାଗି ଏମିତି ମନ ଦୁଃଖ କର ଭାବିଲେ ମୋ ମନ ଦରବେ ଭରୁଛି । ଶୀତଳ ପରଶେ ଭରିଦେଲି ଦେଖ ଓଡ଼ିଶାର ସବୁଠାରେ ବରଷିଲି, ସକାଳୁ ମୁଁ ତୁମକୁ ଦେଖିବି ବୋଲି ତୁମ ଘରଆଡ଼େ ବୁଲି ବାହାରିଲି । ହାଲକା…

ଅଧିକ ପଢ଼ନ୍ତୁ
ଅଜଣା ଆକାଶର ତାରାଟିଏ

ଅଜଣା ଆକାଶର ତାରାଟିଏ

ନଈ ସେ ପାଖରେ ତୁମେ ନଈ ଏ ପାଖରେ ମୁଁ, ଦିନ ଥିଲା ତୁମେ ମୋତେ ଚାହୁଁଥିଲ ମୁଁ ବି ଚାହୁଁଥିଲି ତୁମକୁ !!! ପରସ୍ପର ପରସ୍ପରକୁ ଦେଖୁଥିଲେ ପୁଣି ବି ଖୋଜୁଥିଲେ ଆହୁରି ବି ଭାବୁଥିଲେ ଥିଲା ସିଏ ପାଇବାର ବେଳ । ଆହା ! କାହା ଅଗଣାରେ ଫୁଲଟିଏ ହୋଇ ଫୁଟିବି କି? ଏ ଆଶାର କ୍ଷୀଣ ରେଖାଟିଏ ନଥିଲା । ଝାପ୍‌ସା ଆଖିରେ ଏହା ଚିହ୍ନଟିଏ ବି ହୋଇ ନ ଥିଲା । କି ଭାବନାର କ୍ଷୀଣ ବିନ୍ଧୁଟିଏ ବି…

ଅଧିକ ପଢ଼ନ୍ତୁ
ମେଘୁଆ ପାଗରେ

ମେଘୁଆ ପାଗରେ

ମେଘୁଆ ପାଗରେ ହଜିଯିବା ଆମେ ଏମିତି ଏକ ଜାଗାରେ, ଫୁଲକୁ ଭ୍ରମର ଚୁମୁଥିବ ଖାଲି ଖୁସି ଖୁସିର ପ୍ରେମରେ । ଝରୁଥିବ ବର୍ଷା ଡାଳରୁ ମୂଳକୁ ତଳେ ଥିବା ଦୁହେଁ ବସି, ଓଠରେ ଓଠକୁ ଲଗେଇ ଦେବା ଯେ ବରଷ ବି ହେବ ଖୁସି । ଓଠ ଫାଙ୍କ ଦେଇ ନିର୍ଝର ବରଷା କ‌ହିବ କିଛି କଥାରେ, ତ‌ଥାପି ଓଠଟା ଶୁଖିଲା ଶୁଖିଲା ଥିବ ମୋ ଚୁମ୍ବନ ଆଶାରେ । ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିଯିବା ଆମେ ହସୁଥିବ ଦେଖି ଜ‌ହ୍ନ, ପ୍ରେମ…

ଅଧିକ ପଢ଼ନ୍ତୁ
କେମିତି କହିବି ତୋ ଆଗେ

କେମିତି କହିବି ତୋ ଆଗେ

ସଞ୍ଜ ଆସିଗଲେ ତୋ କଥା ମନେପଡ଼େ ରାତି ହେଲେ ତୋ ଛବି ଉଙ୍କିମାରେ କେମିତି କହିବି ତୋ ଆଗେ ସ୍ୱପ୍ନରେ ମୁଁ ନିତି ଏମିତି ହଜୁଥାଏ । ଚାଲିଗଲେ ପଛକୁ ବୁଲି ଚାହେଁ ଲାଗୁଥାଏ ଏମିତି କାହିଁ କି ହୁଏ କେମିତି କହିବି ତୋ ଆଗେ ସତରେ ମୁଁ ଏମିତି ତୋତେ ଝୁରୁଥାଏ । କାହିଁ କେବେ ଏକୁଟିଆ କଥା ହୁଏ ଆସିଗଲେ କେହି ମୁଁ ଚାଲିଯାଏ କେମିତି କହିବି ତୋ ଆଗେ ଏ ମନ ତୋତେ ହିଁ ଖୋଜୁଥାଏ ।…

ଅଧିକ ପଢ଼ନ୍ତୁ