Read more about the article କସ୍ତୁରୀ
Odia Poem Kasturi (କସ୍ତୁରୀ) by Binay Mohapatra

କସ୍ତୁରୀ

କାହାକୁ ଖୋଜୁଛୁ? ମୁଁ ଯିଏ, ତୁ ବି' ସିଏ, କେବଳ ଫରକ୍ ଏତିକି ମୁଁ ମୋତେ ଜାଣିଛି ତୁ ତୋ' ନିଜକୁ ଜାଣିବା ଏବେ ମଧ୍ୟ ବାକି ରହି ଅଛି । ନିଜର ସତ୍ତାକୁ ଭୁଲି, ଭ୍ରମରେ ଏ ମଣିଷ ନିଜେ…

Continue Readingକସ୍ତୁରୀ
Read more about the article ବିଶ୍ୱ ବିଜୟୀ
Odia Poem Biswa Bijayee (ବିଶ୍ୱ ବିଜୟୀ) by Binay Mohapatra

ବିଶ୍ୱ ବିଜୟୀ

ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି ।…

Continue Readingବିଶ୍ୱ ବିଜୟୀ
Read more about the article ନଟ ଓ ନାଟୁଆ
Odia Story Nata o Natua (ନଟ ଓ ନାଟୁଆ) by Binay Mohapatra

ନଟ ଓ ନାଟୁଆ

ମାଙ୍କଡ଼ ମାଙ୍କିଡ଼ିଆର (ମଦାରୀ) ବନ୍ଧୁତା କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ ମାଙ୍କଡ଼ ଆଉ ମଣିଷର ସମ୍ପର୍କ କ'ଣ? ମଣିଷ ତା'ର ଡମ୍ବରୁ ବଜାଏ, ଆଉ ବିଚରା ମାଙ୍କଡ଼ ଡମ୍ବରୁର ତାଳେ ତାଳେ ନାଚେ, କେବେ ନୂଆବୋହୂ ହୋଇ ଯାଏ ତ…

Continue Readingନଟ ଓ ନାଟୁଆ
Read more about the article ବୁଝି ଗଲିଣି
Odia Poem Bujhi Galini (ବୁଝି ଗଲିଣି) by Binay Mohapatra

ବୁଝି ଗଲିଣି

ବୁଝି ଗଲିଣି ମୁଁ ଦୁନିଆଁ ହାଟରେ ବାଣ୍ଟିଦେଲି ଯେତେ ସେତିକି ମୋ ଭାଗେ ଆସିବ ନାହିଁ, ଦେଲାବେଳେ କେବେ ଭାବି ମୁଁ ନ ଥିଲି ପ୍ରତିଦାନ କିଛି ମିଳିବ ବୋଲି । ତଥାପି କେମିତି କହିଦେବି ଆଜି ମିଛ କଥାଟିଏ, ମୋହେ…

Continue Readingବୁଝି ଗଲିଣି
Read more about the article ଭିଡ଼ଠାରୁ ଅଲଗା
Odia Poem Bhida tharu Alaga (ଭିଡ଼ଠାରୁ ଅଲଗା) by Binay Mohapatra

ଭିଡ଼ଠାରୁ ଅଲଗା

ନିଶବ୍ଦ ଆକାଶ ଉଦବେଳିତ ବିଶାଳ ସମୁଦ୍ର ରାତ୍ରୀ ଯେବେ କଡ଼ଲେଉଟାଏ ତନ୍ଦ୍ରାଚ୍ଛନ୍ନ ଆଖି ଖୋଲି ନିରବରେ ଟିମ୍‌ଟିମ୍ ତାରାମାନଙ୍କୁ ଦେଖେ । ତଳେ ଅଶାନ୍ତ ନିଲାଭ ସମୁଦ୍ରର ବକ୍ଷ ଉପରେ ନିଶ୍ଚନ୍ଦ୍ର ନିଳାଭ ଆକାଶ ଭିଡ଼ଠାରୁ ଅଲଗା ଏକୁଟିଆ ଶାନ୍ତ ଶୀତଳ…

Continue Readingଭିଡ଼ଠାରୁ ଅଲଗା