Read more about the article ଭାଇ
ଭାଇ

ଭାଇ

ସ୍ନେହ, ପ୍ରେମ, କରୁଣା, ଅସରନ୍ତି ଆଶା ଅପ୍ରତିଦ୍ୱନ୍ଦୀ ଅପରାଜେୟତାର ଅମାପ, ଅଦମ୍ୟ ଭରସା ଅତୁଟ ଭାବ ବନ୍ଧନର ଚିର ସାଥୀ ପାଦେପାଦେ ପ୍ରଗତିର ପ୍ରେରଣା ସେ ତ ଭାଇ ଅନାୟସରେ ଅସମ୍ଭବକୁ ଆୟତ୍ତ କରିବାର ପ୍ରଚଣ୍ଡ ପ୍ରତିଭା ଅୟୁତେ ଆଶା ଆନନ୍ଦର…

Continue Readingଭାଇ
Read more about the article ବାପା
ବାପା

ବାପା

ବାପା ତୁମେ ମୋ ଜୀବନ ଜଞ୍ଜାଳର ଉଦୁଉଦିଆ ଖରାରେ ଗାଁ ମୁଣ୍ଡ ଝଙ୍କାଳିଆ ବରଗଛ ଛାଇ । ଥକ୍କାକୁ ଧକ୍କା ମାରିବାର ତୁମେ ତ ସାହାସ ଆତ୍ମବିଶ୍ୱାସରେ ଅସ୍ତିତ୍ଵହରା ଆଶା ଆଶଙ୍କାର ମୋ ଶୁଷ୍କ ମରୁଭୂମିରେ ତୁମେ ମୋ ବିଶ୍ୱାସ ଭରସାର…

Continue Readingବାପା
Read more about the article ବୋଉ
ବୋଉ

ବୋଉ

'ବୋଉ' ତୁ କେମିତି ଛଡ଼େଇ ନେଉ ମୋ'ଠାରୁ ମୋର ସବୁ ଦୁଃଖ କଷ୍ଟକୁ ପ୍ରତିବଦଳରେ ତୋର ସବୁ ସୁଖ ଶାନ୍ତିକୁ ମୋ ଉପରେ ଅଜାଡ଼ି ଦେଉ ତୋ' ଜୀବନରେ ପ୍ରତିଟି ମୁହୂର୍ତ୍ତ ଜାଳିଦେଉ ତିଳ ତିଳ କରି ମୋ ଓଠରେ ଚେନାଏ…

Continue Readingବୋଉ