
ପ୍ରେମ
ପ୍ରେମ ଯେ ସଜାଏ କାହା ଆଖିରେ ସ୍ୱପ୍ନ ଜୋଛନାର ଜହ୍ନରାତି ପ୍ରେମ ଯେ ସଜାଏ କାହା ତନୁରେ ଭ୍ରମ ଅଦେଖା ଅଶ୍ରୁର ତାତି ॥ ସାଉଁଟି ସାଉଁଟି ଖୋଜୁଥାଏ ସେ ତ ଶାମୁକା ଭିତରୁ ମୋତି ହୃଦୟ ମନ୍ଦିରେ ଜାଳୁଥାଏ ବସି ପ୍ରେମ ପାଇଁ ନିତି ବତୀ ପ୍ରଣୟ ପସରା ଭେଟି ସେ ସାଉଁଟି ଲୋଡ଼ି ବସେ ପାଶେ ସାଥୀ ॥ ସପନ ତ ଭାଙ୍ଗେ ସମୟ ତ ବିତେ ଭରିଯାଏ ମନେ କୋହ କେତେ ଯେ…