Phulatie

ଫୁଲଟିଏ

ଫୁଲଟିଏ ଫୁଟୁଚି ବୋଲି ତ ବଗିଚାଟି ଦିଶୁଚି ସୁନ୍ଦର ପବନର ଖିଲି ଖିଲି ହସରେ ଫୁଲର ସୁଗନ୍ଧରେ ମହକୁଚି ପରିବେଶ । ପ୍ରଜାପତି ଡେଣା ଝାଡ଼ି ଝାଡ଼ି ବୁଣି ଦେଉଛି ମଧୁ ମତୁଆଲା ମହୁମାଛି ଗୁଣୁଗୁଣୁ ହୋଇ ଗାଉଅଛି ମିଳନର ମଧୁର ସଙ୍ଗୀତ । ଢାଳି ଦେଉଛନ୍ତି ରବି ଅସରନ୍ତି ରଙ୍ଗର ଅବିର ଗଛଲତା ନଇଁ ପଡ଼ୁଛନ୍ତି ପେନ୍ଥା ପେନ୍ଥା ଫୁଲର ସମ୍ଭାରେ । ଆଉ କାଳିଆର ମନ ହେଉଛି ସଜେଇ ହେବାକୁ ସେ ଫୁଲର ଗଜରା ହାରରେ । ଫୁଲଟିକୁ ଯଦି…

ଅଧିକ ପଢ଼ନ୍ତୁ
ଜୀବନର ମାଳି

ଜୀବନର ମାଳି

ମୁଁ ଚାହେଁ ଚାଲିଯିବା ପାଇଁ ଏ ଦୁନିଆଠାରୁ ବହୁଦୂରକୁ ଯେଉଁଠାରେ ଖରା ଆଉ ବର୍ଷା ଖେଳୁଥିବେ ହୋଲି ଇନ୍ଦ୍ରଧନୁର ରଙ୍ଗ ନେଇ, ଆକାଶ ଆଉ ମାଟି ଖୁସିରେ ନାଚି ଉଠୁଥିବେ ପରସ୍ପରର ସ୍ପର୍ଶ ପାଇ…. ସେଠି ଆଖିର ନଈ ଶୁଖିଯିବ ଆଉ ଓଠ ବଗିଚାରେ ଫୁଟିଯିବ ହସର ପୁଲକ, ମନରେ ଭରିଯିବ ବାଲ୍ୟ ଚପଳତା ଆଉ ଉନ୍ମାଦନା, ମୋ’ଠାରୁ ବହୁଦୂରରେ ଥିବ ସମାଜର ଲାଞ୍ଛନା…. ନଥିବେ କେହି ପଥରୋଧ କରିବାପାଇଁ ସ୍ୱପ୍ନକୁ ଦେବାପାଇଁ ଦଳି, ହୃଦୟର ଉତ୍କର୍ଷତା…

ଅଧିକ ପଢ଼ନ୍ତୁ
ଅଭିଶପ୍ତ ପ୍ରେମିକ

ଅଭିଶପ୍ତ ପ୍ରେମିକ

ମଧୁଶାଳା ଏବେ ମୋ ନୂଆ ଠିକଣା ମଦିରା ମୋ ପ୍ରିୟତମା ନିଶାସକ୍ତ ସାଜି ବିରହରେ ଭିଜି ଖୋଜେ ତୁମ ପରିସୀମା ॥ ଛଳନା ଛୁରୀରେ କ୍ଷତାକ୍ତ କରିଲ ଆଖିରୁ ଝରେ ରୁଧିର ବିଷଧର ପ୍ରାୟେ ଦଂଶନ କରିଲ ମରୁଛି ମୁଁ ବାରବାର ॥ ଅଦେଖା କ୍ଷତକୁ ଲୁଚେଇ ରଖିଛି ଉପଶମ ନାହିଁ ଯା’ର ମୃତ୍ୟୁର ସ୍ପର୍ଶରେ ଆରୋଗ୍ୟ ଲଭିବି ଏଇ ବୋଧେ ପ୍ରତିକାର ॥ ଶେଷ ନିଦ୍ରା ଏବେ ହେବ ଉପଗତ ଆଉ କିଛି କ୍ଷଣ ବାକି…

ଅଧିକ ପଢ଼ନ୍ତୁ
ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ, ଇଚ୍ଛା ହୁଏ ମୋର ଥାଆନ୍ତା କି ଡେଣା ଉଡ଼ନ୍ତି ମୁଁ ତୁମରି ସାଥିରେ; ପ୍ରେମର ଏ ପହିଲି ଖରାରେ, ଭାବୁଛି ଏ ମନ ଗପିବାକୁ ଖାଲି ତୁମ ସାଥେ ସମୁଦ୍ର କୂଳରେ; ପ୍ରେମର ଏ ପହିଲି ବର୍ଷାରେ, ମନ କହେ ଖାଲି ଭିଜିବାକୁ ଆଜି କେବଳ ତୁମରି ସାଥିରେ; ପ୍ରେମର ଏ ପହିଲି ଶୀତରେ, ଯାଆନ୍ତି କି ବୁଲି ଦେଶ ବିଦେଶକୁ ତୁମ ସାଥେ ମୁଁ ଜାହାଜରେ; ପ୍ରେମର ଏ ପହିଲି…

ଅଧିକ ପଢ଼ନ୍ତୁ
ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

କାହିଁକି ସଜେଇ ହେଉଛ ଗୋ ପ୍ରିୟା କୁସୁମ କେଶରେ ଗୁନ୍ଥି, ବିନା କୁସୁମରେ ସଜ ତୁ ଲାଗୁଛ ତେଜ ଭରା ତୋର ସିନ୍ଥି ।୧। ନାଲି ଓଠ ଧାରେ ହସର ଜୁଆରେ କାବୁ କର କିଛି ମତି, ନ ଲୋଡ଼ା ତମର ବିଳାସ ସମ୍ଭାର ନ ଲୋଡ଼େ ତୁମର କାନ୍ତି ।୨। ସ୍ୱର୍ଣ୍ଣ ଅଳଙ୍କାର ନ ଲୋଡ଼ା ତମର ଦେହଟା ସୁନେଲି ଜ୍ୟୋତି, ଫିକା ପଡ଼ିଯିବ କାଞ୍ଚ କି କାଞ୍ଚନ ଆସିଗଲେ ତମ କତି ।୩। ନୟନ ଯୁଗଳ ସତେ ଛଳଛଳ…

ଅଧିକ ପଢ଼ନ୍ତୁ