Odia Poem Sunayana Sulochana (ସୁନୟନା ସୁଲୋଚନା) by Rajshekhar Chima on Shubhapallaba Magazine

ସୁନୟନା ସୁଲୋଚନା

ସୁଦର୍ଶନ ହେଲା ଯେ ତୁମର ଆକର୍ଷଣୀୟ ଆନନ, ଅନ୍ତଃକରଣରେ ସୃଷ୍ଟି ହେଲା କୋମଳ କମ୍ପନ, ତକ୍ଷଣ ଶୁଭେଇଲା ପ୍ରେମଗୀତର ଗନ୍ଧର୍ବ ଗୁଞ୍ଜନ, ଲାଗେ ଯେ ମଳୟାନିଳର ହୋଇଛି ପ୍ରଭଞ୍ଜନ |୧| ସଙ୍ଗମ ହେଲା ତୁମ କଜ୍ୱଳିତ ନୟନ ସହ ମୋ ନୟନ, ମନ୍ତ୍ରମୁଗ୍ଧ ହୋଇ ରୁଣୁଝୁଣୁ ନାଚିଲା ମୋ ଅଧୀର ମନ, ନିର୍ଜନ ନବଲୋକକୁ ଶୀଘ୍ର କରିବା ବିହଙ୍ଗ ପରି ବହନ, ପ୍ରେମାନୁରକ୍ତ ପ୍ରେମଲୋକରେ ସଜେଇବା ସୁନ୍ଦର ସଦନ |୨| ତୁମ ଅଞ୍ଜନ ଅଳଙ୍କୃତ ନେତ୍ର ଲାଗନ୍ତି…

ଅଧିକ ପଢ଼ନ୍ତୁ
ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

ତମେ ଗଲାପରେ…… ମନ – ମରୁଭୂମି ଦେହ – ଜରାଜୀର୍ଣ୍ଣ ଜୀବନ – ଯନ୍ତ୍ରଣା ପୂର୍ଣ୍ଣ, ଜିଇଁବା ବୃଥା ପଥ -କଣ୍ଟକିତ ବିଶ୍ୱାସରେ ଅବିଶ୍ୱାସର କଳଙ୍କ । ସମୟ – ଟିକ୍ ଟିକ୍ କରି ଖାଇଯାଏ ଘଣ୍ଟାର କଣ୍ଟା ବୟସ – ଆୟୁଷଠୁଁ ଫେଡ଼ିହେଇ ସମୟ ଠୁଁ ଆଗରେ ଛାତିର କୋହ ସବୁ ଆଖିର ଲୁହ ହେଇ ବହି ଯାଏ ଶୀତୁଆ ରାତିର ଜ୍ୟୋସ୍ନା ବି ଦେହକୁ ପୋଡ଼ିଦିଏ କପୋତ ବି ଦେଖେ ଶାଗୁଣାର ଲୋଲୁପ ଦୃଷ୍ଟିରେ ମୁଁ,…

ଅଧିକ ପଢ଼ନ୍ତୁ
prathama-barsha

ପ୍ରଥମ ବର୍ଷା

କାହିଁକି ଆଜି ବହୁତ ମନେପଡ଼ୁଛ କାରଣ ଜାଣିନି ତଥାପି ମନେପଡ଼ୁଛ ଲାଗୁଛି ସତେ ମୋ ପାଖେ ପାଖେ ଅଛ ମୋତେ ମୋ ଅଜାଣତରେ ନିରୀକ୍ଷଣ କରୁଛ ॥ ଆଜି ସେ ମୋଉସୁମୀର ହଠାତ ଆଗମନ ହୃଦୟକୁ ଆନ୍ଦୋଳିତ କରିଦେଲା, ମୃଦୁ ମଳୟରେ ଆସିଥିବା ବାସ୍ନା ତୁମ କଥା ମନେ ପକାଇ ଦେଲା ॥ ଆଜି ସେ ବର୍ଷାର ପ୍ରଥମ ଛିଟା ତା’ର ସ୍ପର୍ଶରେ ଆନନ୍ଦିତ କରିଦେଲା, ସତେ କି ସେ ସ୍ପର୍ଶଟା ତା’ର ନୁହେଁ ବୋଧେ ତାହା…

ଅଧିକ ପଢ଼ନ୍ତୁ
ପୁରୁଣା ସ୍ମୃତିର ସନ୍ଧାନରେ

ପୁରୁଣା ସ୍ମୃତିର ସନ୍ଧାନରେ

ଯଦି ବି ଏଇ ଜୀବନର ବାଇଶି ବର୍ଷର ଭିଡ଼ ଭିତରେ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସେଥିରେ ନିଜକୁ ଖୋଜିବା ଓ ଶୁଣିବା ଯଦିଓ ଏତେ ସହଜ ନୁହେଁ ତଥାପି ଏ ମନର ପକ୍ଷୀ ଅସୀମ ଉଡାଣ ଲାଗି ମନ ବଲଉଛି ପୁରୁଣା ସ୍ମୃତିର ସନ୍ଧାନରେ ॥ ଏହି କୋଳାହଳ ଭିଡ଼ ଭିତରେ ମୁଁ ଖୋଜିବୁଲେ ଅତୀତର ପୃଷ୍ଠାଗୁଡ଼ିକୁ କଳ୍ପନାର ପୁସ୍ତକରେ ଖୁସିର ମହକ ଥିଲା ନା ସାନ୍ତ୍ୱନାର ଚହଟ ଋତୁର ପ୍ରୀତି ଥିଲା ନା ଜହ୍ନରାତିର…

ଅଧିକ ପଢ଼ନ୍ତୁ
ରୂପସୀ କନ୍ୟା

ରୂପସୀ କନ୍ୟା

ଆଗୋ ପ୍ରିୟତମା ମନର ମଇନା ସତେ କୀ ଶୀତଳ ଜ୍ୟୋତ୍ସ୍ନା ତମେ ମନରମା ॥୧॥ କନ୍ୟା ତମେ ରୂପସୀ ବୟସ ବାଇଶି ତୁମେ କ୍ରୁଷ୍ଣା, ତୁମେ କାବେରୀ ପ୍ରାଣ ପ୍ରିୟା କନ୍ୟା ଅଳସୀ ॥୨॥ କଣ୍ଠ ସୁଶୋଭିତ ଶରୀର ସୁଢୋଳ ପାଦରେ ପାଉଁଜି ଝଣ ଝଣ ସୁଶୋଭିତ ॥୩॥ କାନେ କାନଫୁଲ, ନାକେ ନାକଗୁଣା ସାଥୀ ତମେ ମୋର ପ୍ରିୟ ସତଗୁଣା ॥୪॥ ତମ ବକ୍ଷ ଦେଶ ଯେପରି ଚନ୍ଦ୍ରମା ସତେକି ସରଗ କଟି ଦେଶ ତମ…

ଅଧିକ ପଢ଼ନ୍ତୁ