Basantara-agamana

ବସନ୍ତର ଆଗମନ

ନବ ବସନ୍ତର ପହିଲି ପରସେ ନାନା ପୁଷ୍ପେ ଦ୍ରୁମ ଭରା । ଶୀତୁଆ କାକର ହୋଇଯାଏ ଦୂର ପୁଲକିତ ହୁଏ ଧରା । ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ ବଉଳ ପାଉଛି ଶୋଭା ରଙ୍ଗ ବେରଙ୍ଗର କୁସୁମ ସଜାନ୍ତି ବସୁଧା ମାଆର ଗଭା । ଗହଳିଆ ବନ ତରୁ ବୃନ୍ତ ଡାଳେ କୋକିଳର ମିଠା ତାନ ପ୍ରେମର ଜୁଆରେ ହୃଦ ବିଦାରିତ ଉଲ୍ଲସିତ ତନୁ ମନ । ପ୍ରୀତି ମହକର ମଳୟ ପବନେ ପ୍ରେମ ପ୍ରଣୟର ଛୁଆଁ ନିରସ ହୃଦୟେ ଜାଗି…

ଅଧିକ ପଢ଼ନ୍ତୁ
jagannath-prema

ଜଗନ୍ନାଥ ପ୍ରେମ

ପଙ୍କିଳ ଶରୀରୁ ପଙ୍କପକ୍ଷୀ ଜନ୍ମି ନଲାଗେ ତନୁରେ ପଙ୍କ, ପାପଗୃହେ ସତ୍ୟ ମାନବେ ଖୋଜିଲେ ନାଶ ହେବ କଳିଅଙ୍କ ।୧। ନୋହିଲେ ଧନରେ ନିଜେ ନାଶ ଯିବା ଜନମିବ କଳିପୁତ୍ର, ମହାକଳି ରୂପ ଧାରଣ କରିବ ନେଇ ଅଗ୍ନି-ବାୟୁ ମିତ୍ର ।୨। ସମୀର ବହୁଛି ଅଗ୍ନି ଯୋଗ ହୋଇ କଳି ଛାଡ଼ୁଅଛି ରବ, ଦେଖୁ ଦେଖୁ ଲୋକ ମରି ପଡୁଛନ୍ତି ଅଂଶୁଘାତେ ଲିନ ଶବ ।୩। ସଞ୍ଚରୁଛି ଏଠି ଅନେକ ରାକ୍ଷସ ଜିଅନ୍ତା ଜଳୁଛି ଶବ, ବାପ ପୁଅ କଳି ନୋହୁଛି…

ଅଧିକ ପଢ଼ନ୍ତୁ
Simanta Sindura

ସୀମାନ୍ତ ସିନ୍ଦୁର

ଅବିରକୁ ପଥ ଚାହେଁ ଅଦୃଶ୍ୟ ପ୍ରତିମା ମୋ ପ୍ରିୟତମା ॥ ନିଜକୁ ଭସାଇ ଭାସି ଜଳି ଚାଲେ ନିର୍ବାକ ଫଗୁଣେ ମନର ଅତଳ ତଳେ ତା’ ସବନ୍ୟା ବିଜୁଳି ଝରଣ ଅଧରର ଅଦେଖା ଚପଳତା ମୁକର ବଂପିତ ଭାଷା ମାଟିର ପ୍ରତିମା କିସେ ଅବା ସବୁଜିମା ମୋ ପ୍ରିୟତମା ॥ ନିଜେ ନିଜକୁ ମୁଁ ଚିରି ତା’ ପାଇଁ ଗଢ଼ିତୋଳିଛି ଶଙ୍ଖା ଚୁଡ଼ି ମୁଦି ଓ ପାଉଁଜି ମଥାମଣି, ଓଡ଼ିଆଣୀ ରକ୍ତର ନିଗାଡ଼ି ରଙ୍ଗ ଅଳତା ତା’ ପାଦେ ମୁଁ…

ଅଧିକ ପଢ଼ନ୍ତୁ
ଅଭଦ୍ର ପଡ଼ୋଶୀ

ଅଭଦ୍ର ପଡ଼ୋଶୀ

ଗେରସ୍ତ ମୋହର ଭାରି ଡେଞ୍ଜର, ଲୋ କହିବାକୁ ଲାଗେ ଡର ଚାକିରି କରୁଛି ଠିକା ଶିକ୍ଷକ ଯେ, ଦରମା ଦେଢ଼ ହଜାର ସକାଳ ପାହୁଣୁ ଯାଉଚି ଇସ୍କୁଲୁ; ସଞ୍ଜକୁ ଆସୁଛି ଘର ସଜ ଦେଖି ମେତେ ଲାଇନି ମାରଇ ଭେଣ୍ଡିଆ ପଡ଼ୋଶୀ ମୋର । ଏଡ଼େ ଅଲାଜୁକ ଆଖି ଦୁଇ ତା’ର, ବାଘ ମାମୁଁ ଭଳି ରଡ଼ି ମାଆ-ଭଉଣୀକୁ ଉଡ଼ଉଚି ସଦା, ବବାଜି ଭଳିଆ ଦାଢ଼ି କଲେଜ ପଢ଼ିକି ନଲେଜ ବଢ଼ିଛି, ମଦ-ପାଣି ଚାଲେ ଖାଲି ଏଡ଼େ ଅଭଦ୍ର…

ଅଧିକ ପଢ଼ନ୍ତୁ
Aphera

ଅଫେରା

ଜୀମୂତମାଳାରୁ ଜନ୍ମି ଟୋପାଏ ଅମୃତ କିଛି ଦୂର ଆସିଲା ବଢ଼ି କିଛି କ୍ଷଣ ପରେ ଭାବିହେଲା କାହିଁକି ଆସିଲି ମୋ ଜନ୍ମଭୂମି ଛାଡ଼ି କ’ଣ ଲେଖା କପାଳେ ମିଶିଯିବି ମାଟିରେ ଅବା ଭାଗ୍ୟ ଯିବ ଫିଟିରେ ! ରହି ରହି ଗଲା ବହି ଉତ୍ତରା ପବନ ଜଳାଧିଶ ତନୁ ମନ କରିଲା ଚୁମ୍ବନ ଆନମନା ହେଲା ବାତାବରଣ ଚାତକ ଶାମୁକା ଏକ ଚାହିଁ ଥିଲା ଆକାଶ ଆଡ଼କୁ ତୃଷିତ ମୁଖ ମେଲାଇ ପଡ଼ିଲା ମୁହଁରେ ଯାଇ ଅମୃତ ଟୋପାକ…

ଅଧିକ ପଢ଼ନ୍ତୁ