You are currently viewing ରୂପସୀ କନ୍ୟା
ରୂପସୀ କନ୍ୟା

ରୂପସୀ କନ୍ୟା

ଆଗୋ ପ୍ରିୟତମା
ମନର ମଇନା
ସତେ କୀ ଶୀତଳ ଜ୍ୟୋତ୍ସ୍ନା
ତମେ ମନରମା ॥୧॥

କନ୍ୟା ତମେ ରୂପସୀ
ବୟସ ବାଇଶି
ତୁମେ କ୍ରୁଷ୍ଣା, ତୁମେ କାବେରୀ
ପ୍ରାଣ ପ୍ରିୟା କନ୍ୟା ଅଳସୀ ॥୨॥

କଣ୍ଠ ସୁଶୋଭିତ
ଶରୀର ସୁଢୋଳ
ପାଦରେ ପାଉଁଜି
ଝଣ ଝଣ ସୁଶୋଭିତ ॥୩॥

କାନେ କାନଫୁଲ,
ନାକେ ନାକଗୁଣା
ସାଥୀ ତମେ ମୋର
ପ୍ରିୟ ସତଗୁଣା ॥୪॥

ତମ ବକ୍ଷ ଦେଶ
ଯେପରି ଚନ୍ଦ୍ରମା
ସତେକି ସରଗ
କଟି ଦେଶ ତମ ॥୫॥

କେଡ଼େ ସୁନ୍ଦର, ଓଠ ତୁମର
ଉପମା ବିହୀନ, ତମ ନୟନ
ଜୀବ ଚାଲି ଯାଉ
ଉପମା ଦେଉ ଦେଉ ॥୬॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁବ୍ରତ କୁମାର ମହନ୍ତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।