✍ ଦ୍ଵିତୀୟ ସମ୍ପାଦକୀୟ
Editorial 2

✍ ଦ୍ଵିତୀୟ ସମ୍ପାଦକୀୟ

ସମ୍ପୂର୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ, ଆତ୍ମକଥା, ବ୍ୟଙ୍ଗ ରଚନା ଆଦିକୁ ନେଇ ପ୍ରକାଶ କରିବାର ପ୍ରଚେଷ୍ଟା କରିଯାଇଛି । ନୂଆ କରି ଆସିଥିଲା ସେ ”ନବପଲ୍ଲବ” ରୂପରେ ଏବଂ ପରେ ସାଜିଛି “ଶୁଭପଲ୍ଲବ” । ବସନ୍ତ ଋତୁର ଆଗମନରେ ଯେମିତି ପତ୍ରଝଡ଼ା ଦେଇଥିବା ବୃକ୍ଷରେ ନୂଆ ପତ୍ର ଗଜରୁଥାଏ, ଠିକ୍ ସେମିତି କିଛି ନୂଆ ନୂଆ ଲେଖାକୁ ନେଇ ପ୍ରସ୍ତୁତ ହୋଇଥିଲା ଏହାର ପ୍ରଥମ ସଂସ୍କରଣ ଏବଂ ଧୀରେ ଧୀରେ ଆଗକୁ ବଢ଼ିଚାଲିଛି ।

“ମୁଁ ନୁହେଁ ଆମେ”କୁ ପ୍ରୋତ୍ସାହନ ଦେଉଥିବା ଏହି ପତ୍ରିକାଟି ଇ-ପତ୍ରିକା ହୋଇଥିବାରୁ ଏହାକୁ ପଢ଼ିବାକୁ କୌଣସି ମୂଲ୍ୟ ଲାଗିବ ନାହିଁ ଏବଂ ଲେଖକମାନଙ୍କୁ କୌଣସି ମୂଲ୍ୟ ପ୍ରଦାନ କରାଯାଇନାହିଁ । ପତ୍ରିକାର ଲେଖାଗୁଡ଼ିକ ଇ-ମେଲ ମାଧ୍ୟମରେ ଗ୍ରହଣ କରାଯାଇଛି । ପତ୍ରିକାରେ ସ୍ଥାନିତ ଲେଖାଗୁଡ଼ିକର ଉତ୍ତରଦାୟୀ ଲେଖକମାନେ ନିଜେ ଏବଂ ପ୍ରକାଶିତ ସମସ୍ତ ଲେଖାର ସତ୍ୱାଧିକାର କେବଳ ଲେଖକମାନଙ୍କର । ପ୍ରକାଶିତ କୌଣସି ଲେଖାର ପୁନଃ-ପ୍ରକାଶନ ପାଇଁ ଲେଖକମାନଙ୍କର ଅନୁମତି ନିତ୍ୟାନ୍ତ ଆବଶ୍ୟକ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu