Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର…

ଅଧିକ ପଢ଼ନ୍ତୁ
Odia Poem Prakrutira Daka (ପ୍ରକୃତିର ଡାକ) by Prabhat Mishra

ପ୍ରକୃତିର ଡାକ

ବିକାଶ ପଥରେ ଆଗେଇ ଚାଲିଛି ଆଜି ତ ଜଗତ ଯାକ, ବିକାଶ ସ୍ରୋତରେ ଶୁଣି ପାରୁନାହୁଁ ଆମେ ତ ପ୍ରକୃତି ଡାକ । ଗଛ ସବୁ କାଟି ପଦା କରୁଅଛୁ ଆମେ ତ ଜଙ୍ଗଲ ତକ, ବିକାଶ ନାମରେ ଆହ୍ୱାନ କରୁଛୁ ଅକାଳ ବିପତ୍ତି ଯାକ । ଜଙ୍ଗଲ ଭୂଇଁକୁ ପଦା କରି ଆଜି ଅରଜୁଛି ଶିଳ୍ପ ତକ, ସେହି ଯୋଗୁଁ ଗଜ ମାଡ଼ି ଖାଇଯାଏ ଚାଷୀର ଫସଲ ଯାକ । ଅଳିଆ ବିଷରେ ପ୍ରଦୂଷିତ ଆଜି ନଦୀ ନାଳ ଜଳ…

ଅଧିକ ପଢ଼ନ୍ତୁ
Odia Poem Pahanti Swapna (ପାହାନ୍ତି ସ୍ୱପ୍ନ) by Tapan Kumar Sahu

ପାହାନ୍ତି ସ୍ୱପ୍ନ

ପାହାନ୍ତି ସ୍ୱପ୍ନ କାଳେ ସତ ହୁଏ ଶୁଣିଥିଲି ସେଥିପାଇଁ ତ ସାରା ରାତି ଚେଇଁରହେ ଜହ୍ନ ଦେଖି ଦେଖି ଶୋଇବାକୁ ପାହାନ୍ତି ରାତିରେ ଭ୍ରମ ପାଳେ ମନେ ସତ ହେବ କାଳେ ସପନର ଗଳ୍ପ….! ପକ୍ଷୀ ସାଜି ଉଡ଼େ ମନ ତୁମ ପ୍ରୀତି ଅଗଣାରେ ଯାଇ ଗୁଡ଼ି ହୋଇ ମାପେ ସେ ଦୂରତା ମୋ ଛାତରୁ ତୁମ ଛାତ ଯାଏଁ….! ବେଳେ ବେଳେ ଝରକା ଫାଙ୍କରୁ ଆକାଶ ମୁହାଁ ମନ ଭିଜିଯାଏ ଅସରା ଅସରା ବର୍ଷା ଛିଟାରେ…

ଅଧିକ ପଢ଼ନ୍ତୁ
Odia Poem Parahata Samaya (ପରାହତ ସମୟ) by Subhashree Mohanty

ପରାହତ ସମୟ

କେଉଁ ଏକ କ୍ରଶବିଦ୍ଧ ସମୟର ଆହତ କପୋତିନୀ ଥିଲା ସେ ! ସେ ଜାଣିନଥିଲା ଏଠି ଆଞ୍ଜୁଳେ ଚାଉଳର ମୂଲ୍ୟ ଗୋଟାପଣ ବିଷ, ଓଠ ମେଲି ହସୁଥିବା କିଛି କିଛି ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ । ଦୂର ପରବତ ସୁନ୍ଦର ! କିଏ ଜାଣେ ଏଇ ଇନ୍ଦ୍ରଧନୁର କେତେ ରଙ୍ଗ !? ଜହ୍ନଟା ଜହ୍ନ ନା ଫିଲାମେଣ୍ଟ ବଲବ !? ଧଳା ଜହର ଏଠି ବଞ୍ଚିବାର ସଞ୍ଜିବନୀ, ଭୋକ ଏଠି ଦେହ ଆଉ ବିରିୟାନୀ, ହସ ଏଠି ମିଛ ହ୍ୱାଟ୍ସ୍‌ଆପ ସ୍ମାଇଲି……

ଅଧିକ ପଢ଼ନ୍ତୁ
Odia Essay on Mukti Salita Baji Rout (ମୁକ୍ତିସଳିତା ବାଜି ରାଉତ) by Souvagya Ranjan Mohapatra

ମୁକ୍ତିସଳିତା ବାଜି ରାଉତ

ଭାରତ ଇଂରେଜମାନଙ୍କ କବଳରେ ପରାଧୀନ ହେବାପରେ ଦେଶକୁ ସ୍ଵାଧୀନ କରିବା ପାଇଁ ବହୁ ସ୍ଵାଧୀନତା ସଂଗ୍ରାମୀମାନେ ବଳିଦାନ ଦେଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ସଂଗ୍ରାମୀଙ୍କର ବଳିଦାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲେଖାଯାଇଛି । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଯାଏଁ ବହୁ ଅମର ପୁରୁଷଙ୍କ ନାମ ଦେଶର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସ୍ଵାଧୀନତା ସଂଗ୍ରାମରେ କେତେ ଯେ ମହାମନୀଷି ବଳିଦାନ ଦେଇଛନ୍ତି ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି…

ଅଧିକ ପଢ଼ନ୍ତୁ