ଗାଥା କୋଣାର୍କର
କୋଣାର୍କ !! ଏ ଜାତିର ଅସ୍ମିତା ବାରଶହ ବଢ଼େଇଙ୍କ ତ୍ୟାଗ ନୁହେଁ ଅନ୍ୟଥା ବାର ବରଷର ତପସ୍ୟା ଗାଏ ଧର୍ମପଦର ଅନନ୍ୟ ଗାଥା । କଳାର ସମ୍ରାଜ୍ୟ ହୋଇଛି ଖୋଦିତ ବଳି ପଡ଼ିଛି କାରୀଗରର ନିହାଣ ସ୍ୱେଦ, ରକ୍ତ ବିନ୍ଦୁର ପ୍ରତିଟି ସ୍ପନ୍ଦନେ ଝରେ କବିର ଲେଖନୀ ମୁନ । ଶିଳ୍ପ ହୋଇଛି ଆଜି ଅବିନଶ୍ୱର ଅମର ବିଶୁ ମହାରଣାଙ୍କ ଶିଳ୍ପୀ କୁଳ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ହୋଇ ସ୍ଥାନୀତ ମଥା ଟେକି ରହିଛି ଆଜି ଶିଖରୀ ଚୂଳ । ଶ୍ରମିକ, କୃଷକଙ୍କ ବଳିଦାନର…

