Sambalpuri Poem Gachhte Lagami muin (ଗଛ୍‌ଟେ ଲଗାମିଁ ମୁଇଁ) by Satyanarayan Padhan

ଗଛ୍‌ଟେ ଲଗାମିଁ ମୁଇଁ

ଝାପୁର୍ ଝୁପୁର୍ ହେଇ ଡାହି ପଖିରା ଲମ୍ବିଛେ କେତ୍ ନି କେତେ, ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ ଛାଇଁ ଟିକେ ଦେସି ସତେ !! କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି ବନାଁବାକେ ଛାଟ୍ ପଟା, ପଲଙ୍କ୍ କବାଟି ବନ୍ ସି ଯେନଥିରୁ ଚକ୍ କରେ ଫୁଲ୍ ଫୁଟା । ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ ଥକାନ୍ ମେଁଟାବେ ଯାନିଁ, ଗଛ୍ ନାଇଁହେଲେ ନାଇଁ ଝରେ ଫେର୍ ବୁଁଦେ ବର୍ଷାର୍ ପାନିଁ । ମାଟିକେ ଧରିଛେ…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Rudranarayan Panigrahi

ସମୟ

ଦୁନିଆରେ ଏକା ଏଇ ସମୟ ଅଟେ ସବୁଠୁ ନିର୍ଦ୍ଦୟ ପଲକେ ପଲକେ ବର୍ତ୍ତମାନଟା ଯେ ନେଇ ନେଇଯାଏ ବିଦାୟ । ଭାବନା କଳ୍ପନା ଭବିଷ୍ୟତ ସବୁ କେବେ ହୋଇଯାଏ ଅତୀତ ସମୟ ରୂପକ ତରଣୀରେ କେହି ମାରି ପାରନ୍ତିନି କାତ । ହସିବା ଖେଳିବା ବୁଲିବା ଭିତରେ ଶେଷ ହୋଇଯାଏ ଶୈଶବ ଆଜି ଏକାନ୍ତରେ ଭାବୁଥାଏ ବସି କାଳେ ମୋ ଅତୀତ ଫେରିବ । ଗଢ଼ି ତୋଳନ୍ତି ମୁଁ ନିଜକୁ ପୁଣି ମଣିଷରେ ଗୋଟେ ମଣିଷ ହେଲେ ଏହା ଅଟେ କଳ୍ପନା…

ଅଧିକ ପଢ଼ନ୍ତୁ
Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ ବ୍ୟାଗ୍‌ରୁ ଫୋନ୍ କାଢ଼ି ଗୀତ ଶୁଣୁଥାଏ । ଆଉ ତା’ ଭିତରେ ଟୁଇଟର, ଫେସବୁକ୍, ଇନଷ୍ଟା, ହ୍ୱାଆଟ୍ସାପ୍ ଆଡ଼େ ମଧ୍ୟ ଘେରାଏ ବୁଲି ଆସିଲିଣି । ଆଉ ବସ୍ ଭିତର ଅବସ୍ଥା ତ ନ କହିବା ଭଲ, ଗରମ ଏତେ ଯେ…

ଅଧିକ ପଢ଼ନ୍ତୁ
Haerae Bichitra Sansara (ହାଏରେ ବିଚିତ୍ର ସଂସାର) by Dhirendra Behera

ହାଏରେ ବିଚିତ୍ର ସଂସାର

କର୍ମ ତେଣିକି ଯାହା ହେଉନା କାହିଁକି; ଏକ ଲୋଭୀ ମନୁଷ୍ୟ କୌଣସି ନା କୌଣସି ଏକ ଉପାୟ କରି ଅର୍ଥ ସଞ୍ଚୟ କରିବାକୁ ସତତ ଚେଷ୍ଟିତ ଥାଏ । କିନ୍ତୁ କପଟାଚରଣ ଦ୍ୱାରା ଅଳ୍ପ ଅଳ୍ପ କରି ଅନ୍ୟର ଧନକୁ ଲୁଟି, ନିଜ ବ୍ୟାଙ୍କରେ ହଜାରହଜାର ଟଙ୍କା ସଞ୍ଚୟ କରିବା ଦ୍ୱାରା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହେଇଥାଏ । ତଥାପି ଲୋଭୀ ମନୁଷ୍ୟଟେ ଏ କଥାଟିକୁ ଜାଣି ମଧ୍ୟ ଏପରି ଦୁର୍ନୀତି କରିବାକୁ ପଛାଏ ନାହିଁ । ଆଜିକାଲି ଲକ୍ଷ ଲକ୍ଷ…

ଅଧିକ ପଢ଼ନ୍ତୁ
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ ଅଦ୍ଵିତୀୟ ସୁନ୍ଦରୀ ମୋ ପ୍ରେମ ଜଗତର । ଶୁଣିଲି ତୁମେ ପରା ଅନ୍ୟ କାହାକୁ ଭଲ ପାଅ !! ଆଉ କାହାରିର ଏକାନ୍ତର ସାଥି ହୋଇଯାଇଛ !! ପ୍ରଶ୍ନ ପରେ ପ୍ରଶ୍ନ କଲି, ବାରମ୍ବାର କରିଲି ପ୍ରତି ମୁହୂର୍ତ୍ତରେ ମନକୁ…

ଅଧିକ ପଢ଼ନ୍ତୁ