Read more about the article ଭଙ୍ଗୁର ଆଶା
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ…

Continue Readingଭଙ୍ଗୁର ଆଶା
Read more about the article ପ୍ରଣୟ
Odia Poem Pranaya (ପ୍ରଣୟ) by Nalinikanta Dash

ପ୍ରଣୟ

ଆସ ! ହଜିଯିବା ନିବିଡ଼ତାର ପ୍ରୀତି ପ୍ରଣୟରେ ଚାଲ ସଖୀ, ଲୀନ ହୋଇଯିବା ଯୌବନର ଉତ୍ତାଳ ଲହଡ଼ିରେ... । ଏବେ ତ ଯୌବନ ଜୁଆର ଚରମ ସୀମାରେ... ଏଥର ଲୀନ କରିଦିଅ ତୁମ ନିଥିର ଆବେଗକୁ ମୋ ଆୟୁଷ୍ମାନ ଯୌବନରେ ।…

Continue Readingପ୍ରଣୟ
Read more about the article ନିଃଶବ୍ଦାତାର ନାୟିକା
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ ପଟ୍ଟଚିତ୍ରର ନାୟିକା, ଶାନ୍ତ ସମୁଜ୍ଵଳ ତୁମ ଉପସ୍ଥିତି ରୋମାଞ୍ଚିତ କରିଥାଏ ପରିବେଶକୁ । ଖୁବ ନିଖୁଣ ତୁମେ ଅଭିନୟରେ... ନିଜ ମନର କଥା ପ୍ରକାଶ କରିବା ବେଶ୍ ଜଣା ତୁମକୁ । ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି ତମ…

Continue Readingନିଃଶବ୍ଦାତାର ନାୟିକା