Odia Poem Corona Karuchhi Leela (କରୋନା କରୁଛି ଲୀଳା) by Rudra Narayan Panigrahi

କରୋନା କରୁଛି ଲୀଳା

ଛନ୍ଦ– ବଙ୍ଗଳାଶ୍ରୀ ଗଡ଼ି ଗଡ଼ି ଯାଏ ଦିନ ପରେ ଦିନ ବଢ଼ୁଛି କରୋନା କାଳ, କମି କମି ଯାଏ ଦେଶ ଜନସଂଖ୍ୟା କରିବ କିଏ ଉଦ୍ଧାର । ଅଭିଶପ୍ତ ବର୍ଷ ଏହି ଯୋଡ଼ା ବର୍ଷ ଲିଭିଛି ଜନତା ହସ କରୋନା ଲକ୍ଷଣ ଦେଖାଦେଲେ ଭାଇ ସ୍ୱାବ୍ ଟେଷ୍ଟ କରି ଦେବ । ଗରିବ ପାଉଛି ରେସନ ଚାଉଳ ଧନୀ ପାଖେ ଅଛି ଧନ, ମଝିରେ ଦୁଃଖରେ ପଡ଼ିଛନ୍ତି ଏବେ ମଧ୍ୟବିତ୍ତ ଶ୍ରେଣୀଲୋକ । ପାଠପଢ଼ା କଥା କଅଣ କହିବି ଚାଲିଛି ଅନଲାଇନ୍…

ଅଧିକ ପଢ଼ନ୍ତୁ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା କ’ଣ ହୋଇପାରେ ଜୀବନର ପରିଭାଷା ବାସ୍ତବବାଦ କ’ଣ ଆଣିପାରେ ଦିଗହିନ ପବନ ପାଇଁ ବ୍ୟତିକ୍ରମ?? ଆଛା କହ ତ, ନିରବ ଝଡ଼ରେ ଆହତ ସେ ଜୁଳୁଜୁଳିଆ ପୋକର ଆୟୂଷ କିଏ ନିର୍ଦ୍ଧାର କରେ? ଶେଷ ନିଶ୍ୱାସ ଯାଏ ସେ ଯେଉଁ ଆଲୁଅ ବାଣ୍ଟେ କିଏ କ’ଣ ତାକୁ ଲୋଡ଼େ !? ସେ ଆଲୁଅ ଟିକକ ବାଟବଣା ହେଲାପରେ କେଉଁ ଏକ ଅନ୍ଧାରୀ ଗହିରୀରେ ତାରାମାନେ ତ ପରଦେଶୀ ଛାଡ଼ ମ ତାଙ୍କ କଥା ପରୀରାଇଜ…

ଅଧିକ ପଢ଼ନ୍ତୁ
Odia Essay on Ahankara o Bhagabana (ଅହଙ୍କାର ଓ ଭଗବାନ) by Bidisha Patro

ଅହଙ୍କାର ଓ ଭଗବାନ

ମନୁଷ୍ୟ ହେଉଛି ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି । କିନ୍ତୁ ଏହି ସର୍ବୋତ୍ତମ ସୃଷ୍ଟି ସମୂଳେ ବିଧ୍ୱଂସ ହେବାକୁ ବସେ, ଯେତେବେଳେ ଅହଙ୍କାର ରୂପୀ ରାକ୍ଷାସ ତାକୁ ଗ୍ରାସ କରିବା ଆରମ୍ଭ କରେ । ଏହି ଅହଙ୍କାର ଯୋଗୁଁ ସେ ଅଜ୍ଞାନ ରୂପକ ଅନ୍ଧକାରରେ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇଯାଏ । ତାକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରୁଥିବା ସମସ୍ତ ଗୁଣ ଏହି ଅନ୍ଧକାର ମଧ୍ୟରେ ଲୀନ ହୋଇଯାଏ ଏବଂ ଏହି କାରଣରୁ ସେ ପଥଭ୍ରଷ୍ଟ ହୋଇ କୁକର୍ମ କରିବା ଆରମ୍ଭ…

ଅଧିକ ପଢ଼ନ୍ତୁ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା’ ମର୍ଜୀର ସେ ମାଲିକ, କୌଣସି ଖୁସିର ବାର୍ତ୍ତା ବାହକ ନୁହେଁ, ପ୍ରହସନରେ, ଏକ ବିଦୂଷକ ପରି ମୁହଁରେ ଅନେକ ରଙ୍ଗର ପ୍ରଲେପ ବୋଳି, ନିଜ ଉପସ୍ଥିତି ଜାହିର କରେ । କେବେ ଅର୍ଦ୍ଧ ହାସ୍ୟ, କୃତ୍ରିମ ହାସ୍ୟ, ଅବା ବିକ୍ଷିପ୍ତ…

ଅଧିକ ପଢ଼ନ୍ତୁ
Odia Poem Shita Dinara Gramanchala (ଶୀତ ଦିନର ଗ୍ରାମାଞ୍ଚଳ) by Debasish Mohapatra

ଶୀତ ଦିନର ଗ୍ରାମାଞ୍ଚଳ

ଦିନ ଥିଲା ସେ ଶୀତ ବି ଥିଲା ଥରୁଥିଲା ଓଠଟି ତା’ର ଥରି ଯାଉଥିଲା ତା’ର ଶରୀର ଚାଦର ଘୋଡ଼ାଇ ହେଇ ଆସେ ସେ ନି’ତି ବଜାର ଲାଗୁଥିଲା ନିଆଁ ଧୁନିର ଉପଚାର ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର କାଇଁ ସେ ଟୋକା କାଇଁ ସେ ବୁଢ଼ା ସମସ୍ତେ କରୁଥିଲେ କିଛି ନା କିଛି ଆଳାପ ବିଚାର ଭଲ ଲାଗୁଥିଲା ସେଇ ସମୟର ମେଳାପ ବିଚାର । – ଦେବାଶିଷ ମହାପାତ୍ର

ଅଧିକ ପଢ଼ନ୍ତୁ