Read more about the article କୃଷ୍ଣା
Odia Poem Krushna (କୃଷ୍ଣା) by Abhilipsa Sahoo

କୃଷ୍ଣା

ତୁମ ଆକୃତିର କଳ୍ପନାରେ ଭରିଯିବ କି ଏ ହୃଦର ଗୀତି ଅନୁଭବରେ ଯେ ତୁମେ ଦିବ୍ୟ ଭାବନା ପ୍ରେମ କରିବି ଅବା ରଖିବି ଭକ୍ତି ଆଳତି । କେଉଁ ଦିଗେ ଶୁଭୁନାହିଁ ମୁରଲି ମଧୁର ଦିଶୁନାହିଁ ଗୋବିନ୍ଦଙ୍କ ଗେରୁଆ ଚାମର ବାସୁନାହିଁ…

Continue Readingକୃଷ୍ଣା
Read more about the article କେମିତି ଅଛ ହେ କାଳିଆ ଠାକୁର
Odia Bhajan Kemiti Achha He Kalia Thakura (କେମିତି ଅଛ ହେ କାଳିଆ ଠାକୁର) by Abhilipsa Sahoo

କେମିତି ଅଛ ହେ କାଳିଆ ଠାକୁର

ଶ୍ରୀକ୍ଷେତ୍ର ଅଧିର, ଭକ୍ତ ନାରଖାର କେମିତି ଅଛ ହେ କାଳିଆ ଠାକୁର ନିୟତି ପ୍ରକୃତି ସୃଷ୍ଟି ଆଦିରଥି ସଂସାର ଶ୍ରୀଧର ତ୍ରିଲୋକ ମୂରତି ପଞ୍ଚଭୂତ ପଞ୍ଚ ଇନ୍ଦ୍ରିୟ ପ୍ରକାଶେ ସୃଷ୍ଟ ଜଗତ କି ହେବ 'ସତ୍' ଶେଷେ ଆୟୁଷ ଅମୃତ କାଳଚକ୍ରର…

Continue Readingକେମିତି ଅଛ ହେ କାଳିଆ ଠାକୁର
Read more about the article ନୀଳ ନାୟିକା
ନୀଳ ନାୟିକା

ନୀଳ ନାୟିକା

ନୀଳ ପାରାବାର କୂଳେ କୂଳେ, ନୀଳ ଶାଢ଼ୀ ପିନ୍ଧି କିଏ ସେ ଯାଉଛି, ନୀଳ ପଣତ ସେ ସ୍ୱର୍ଗୀୟ ସୁଷମା ଲଭିଛି; ନୀଳ ଅମ୍ବରେ… ନୀଳ ଚୁଡ଼ି ତା’ର ଖନ୍ ଖନ୍ ବାଜେ ନୀଳ ଢେଉର ତାଳେ ତାଳେ ନୀଳ ନୟନା…

Continue Readingନୀଳ ନାୟିକା
Read more about the article ନାଟକର ଶେଷ ଦୃଶ୍ୟ
ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

ଅଢ଼େଇ ଅକ୍ଷରେ ସମ୍ପୂର୍ଣ୍ଣ ଏ ନାଟକର ଶୀର୍ଷକ ପଞ୍ଚଇନ୍ଦ୍ରିୟରେ ସପ୍ତଗୁଣ ଖୋଜେ ଏ ନାୟକ ସାତଗ୍ରହ ଚରିତ୍ରର ସ୍ରଷ୍ଟା ନିର୍ଦ୍ଦେଶକ ତୁମେ ତୁମେ ହିଁ ରଙ୍ଗମଞ୍ଚର ଲେଖକ, ପାଳକ ଓ ଦର୍ଶକ । ପ୍ରଥମ ଦୃଶ୍ୟ ଦିଏ ମୋହ, ମାୟା, ବୈରାଗର…

Continue Readingନାଟକର ଶେଷ ଦୃଶ୍ୟ
Read more about the article ମାୟା
ମାୟା

ମାୟା

ଥିଲା ଏ ନିରୀହ ସ୍ରୋତର ସମ୍ମୋହିତ ସାହା, ଥିଲା ଏ ଅଜ୍ଞାତ ସଂଭ୍ରମ ଅବିରତ ରାହା । ନ ଥିଲା କୁଶଭଦ୍ରା କୂଳେ ଦ୍ବିତୀୟ କିରଣ, ନିୟତି କୁଢ଼ାଇ ଦେଲା ବିଧୁରା ମରମ । ଅଦିନ କାଦମ୍ବିନୀରେ କଇଁସାରି ଲତା, ରସାଣ…

Continue Readingମାୟା