Read more about the article ଅରଣ୍ୟ
Odia Poem Aranya (ଅରଣ୍ୟ) by Mrutyunjaya Patra

ଅରଣ୍ୟ

ଟ୍ରକ୍ ଟ୍ରଲି ଓ ମିନିବସ୍, ମାଇକ୍‌ର ଅସହ୍ୟ ଶବ୍ଦ ଧୂଳି ପଟଳରେ ଭରା ଏ ଆକାଶ । ଆଖିପତା ପୋଡ଼େ ପ୍ରତ୍ୟୁଷରୁ ପ୍ରଦୋଷ କୋଳାହଳ ଭରା ଏ ନଗର ସବୁଜହରା ନିର୍ଜୀବ ଧୂସର ଠିଆ ଖାଲି ବହୁତଳ କୋଠାଘର । ମଳିନ…

Continue Readingଅରଣ୍ୟ
Read more about the article ଝରକା
Odia Poem Jharaka (ଝରକା) by Mrutyunjay Patra

ଝରକା

ତୋ' ମୋ ଝରକା ଭିତରେ କେତେ ଅବା ତଫାତ୍? ଗୋଟେ ଫୋନକଲ୍ କିମ୍ବା ଗୋଟେ ଟେକ୍ସଟ୍ ମ୍ୟାସେଜର ଦୂରତା କେବେ ମାପିନି ସେ ଲମ୍ବା ରାସ୍ତାଟା ଯେଉଁଟା ମୋ ଝରକା ଫାଙ୍କରୁ ଦିଶେ ଆଉ ତୋ' ଝରକାଟିରେ ଶେଷ ହୁଏ ।…

Continue Readingଝରକା
Read more about the article ଆୟୁଷ
Odia Poem Aayusha (ଆୟୁଷ) by Mrutyunjay Patra

ଆୟୁଷ

ପ୍ରହେଳିକା ମୁକ୍ତ ଜୀବନଚର୍ଯ୍ୟା କ'ଣ ହୋଇପାରେ ଜୀବନର ପରିଭାଷା ବାସ୍ତବବାଦ କ'ଣ ଆଣିପାରେ ଦିଗହିନ ପବନ ପାଇଁ ବ୍ୟତିକ୍ରମ?? ଆଛା କହ ତ, ନିରବ ଝଡ଼ରେ ଆହତ ସେ ଜୁଳୁଜୁଳିଆ ପୋକର ଆୟୂଷ କିଏ ନିର୍ଦ୍ଧାର କରେ? ଶେଷ ନିଶ୍ୱାସ ଯାଏ…

Continue Readingଆୟୁଷ
Read more about the article ଶୀତ
Odia Poem Shita (ଶୀତ) on Winter by Mrutyunjay Patra

ଶୀତ

ଶୀତ ଋତୁ ନୁହେଁ ତ ବରଂ ଗୋଟେ ମିଠା ଆଶ୍ଳେଷଟେ, ଅଧାମରା ସମ୍ପର୍କକୁ ଯେ ନିଶ୍ୱାସଟେ ଫେରେଇଦିଏ, ଅଲୋଡ଼ା ଶବ୍ଦକୁ ଲୋଡ଼ିବାପଣର ଲୁହରେ ଭିଜେଇଦିଏ ଓଠରେ ନାଲି ବୋଳିବାକୁ ସାହସଦିଏ । ହଁ, ମୁଁ ରଙ୍ଗବୋଳେ ମୁହଁରେ ଆଉ ଗାଢ଼ ନାଲି…

Continue Readingଶୀତ
Read more about the article ଜମି ଯାଇଥିବା ବରଫ ସମ୍ପର୍କରେ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା;…

Continue Readingଜମି ଯାଇଥିବା ବରଫ ସମ୍ପର୍କରେ