Odia Poem Bapa (ବାପା) by Anuradha Kar

ବାପା

ଜୀବନଟେ ପାଇ ଯେବେ ଜନ୍ମ ନେଲି ଏ ଧରା ଧରଣୀ ତଳେ ଆଦରେ କୋଳେଇ ନେଇଥିଲ ମତେ ଧରି ତୁମ ବାହୁ ବଳେ । ଖୁସିର ଲହରୀ ଛୁଟି ଉଠୁଥିଲା ଆନନ୍ଦରେ ଥିଲ ତୁମେ କେତେ ସ୍ୱପ୍ନ ତୁମେ ମୋ ପାଇଁ ଦେଖିଲ ଖୁସି ଦେବା ପାଇଁ ମନେ । ପ୍ରଥମେ ଧରିଲି ତୁମ ହାତ ଯେବେ ଚାଲି ଶିଖାଇଲ ମତେ ଝୁଣ୍ଟିବା ପୂର୍ବରୁ କୋଳେଇ ଧରିଲ କଷ୍ଟ ହେବ ବୋଲି ମତେ । କେତେ ଅଳି କଳି କରିଛି ଜୀବନେ…

ଅଧିକ ପଢ଼ନ୍ତୁ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା’ କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ ॥ ଦେବ ଗୁରୁ ବୃହସ୍ପତି ତୋ’ର ଦୟାବଳେ ଦେବଗଣେ ମହା ପଣ୍ଡିତ ଯେ ବୋଲାଇଲେ ॥ ତୋ’ କୃପା ହେଲେ ମାଗୋ ମୂର୍ଖ ହୁଏ ଜ୍ଞାନି ବିଦ୍ୟା ବୁଦ୍ଧିରେ କେ ତାକୁ ନ ପାରଇ…

ଅଧିକ ପଢ଼ନ୍ତୁ
Odia Poem Nainle Masataka Samudra Par (ନଇଁଲେ ମସ୍ତକ ସମୁଦ୍ର ପାର) by Alekh Meher

ନଇଁଲେ ମସ୍ତକ ସମୁଦ୍ର ପାର

ନଇଁଲେ ମସ୍ତକ ବାରାନିଧି ପାର ଜାଣିଛି ଦୁନିଆଁ ସାରା, ଅବନତ କରି ପ୍ରଣାମ କରନ୍ତି ଜ୍ଞାନୀ ଗୁଣି ସସାଗରା । ଜଳଧର ନମ୍ରେ ନଭ ମଣ୍ଡଳରୁ ଜୀବନ କରନ୍ତି ଦାନ, ପାଦପ ଉଚ୍ଚରେ ଅବସ୍ଥାନ କରି ବିତରେ ଫଳ ପ୍ରସୂନ । ପ୍ରଳୟ ବତାସ ଗର୍ବ ଚୂର୍ଣ୍ଣ କରେ ଅହଂରେ ଟେକିଲେ ମଥା ଅଚଳା ପୃଷ୍ଠରେ ଦାରୁ ତରୁ ଯେତେ ନଇଁ ସହିଯା’ନ୍ତି ବ୍ୟଥା । ନମ୍ରରେ ମିହିର ଜ୍ୟୋତି ବିଛୁରଇ ନୟନ ଦେବତା ହୋଇ, କଳାକର ଜ୍ୟୋତ୍ସ୍ନା ନିଶିରେ ବିଛାଡ଼ି…

ଅଧିକ ପଢ଼ନ୍ତୁ
Rajaswala (ରଜସ୍ୱଳା) by Snigdhalaxmi Priyadarsini Mohapatra

ରଜସ୍ୱଳା

“The Period is a natural phenomenon for the purification of our body’s excursive elements.” ଓଃ କି କଷ୍ଟ, ମନେ ମନେ କେତେ ଯେ ରାଗ, ଦୟା ନିଜ ଉପରେ ଆସୁଛି । ବେଳେବେଳେ ଭାବିଲା ବେଳକୁ ଲାଗୁଛି କାହିଁକି ଝିଅ ହଉଥିଲି କେଜାଣି, ଏତିକି ଭାବିଲା ବେଳକୁ ଟୋପା ଲୁହରେ ତକିଆ ଓଦା ହେଇଯାଏ ଆଉ ଗୋଟିଏ ତକିଆକୁ ପେଟ ତଳେ ତକିଆକୁ ଜାକି ଶୋଇବାକୁ ପଡ଼ିଥାଏ । ଏମିତିରେ କ’ଣ ବା କରିହେବ,…

ଅଧିକ ପଢ଼ନ୍ତୁ
Odia Poem Nariku Sammana (ନାରୀକୁ ସମ୍ମାନ) by Mamata Barik for Menstruation Day

ନାରୀକୁ ସମ୍ମାନ

ନାରୀକୁ ଦେବୀ ଆଖ୍ୟା ଦେବା ପୂର୍ବରୁ ତା’ ମାସିକ କଷ୍ଟ ବିଷୟରେ ଅବଗତ ହୁଅନ୍ତୁ । ନାରୀକୁ ଭଲପାଇବା ପୂର୍ବରୁ ତା’ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନାରୀ ପ୍ରତି କୁଦୃଷ୍ଟି ପକାଇବା ଆଗରୁ ତା’ ସହନଶୀଳତା ପରଖି ନିଅନ୍ତୁ । ନାରୀକୁ ଋତୁସ୍ରାବ ସମୟରେ କିଛି ଉପଦେଶ ଦେବା ପୂର୍ବରୁ ତା’ ଯନ୍ତ୍ରଣାକୁ ଥରୁଟେ ତା’ ସ୍ଥାନରେ ଥାଇ ଅନୁଭବ କରନ୍ତୁ । ନାରୀର ଗଢ଼ଣକୁ ନେଇ ଉପହାସ, ଲାଞ୍ଛନା, ସମାଲୋଚନା କରିବା ପୂର୍ବରୁ ତା’ ହୃଦୟର କୋହ, ଆଉ…

ଅଧିକ ପଢ଼ନ୍ତୁ