Read more about the article ଯୁବକ୍ରାନ୍ତିର ମଶାଲ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ…

Continue Readingଯୁବକ୍ରାନ୍ତିର ମଶାଲ
Read more about the article ସଂଗ୍ରାମୀ ଖୁଦୀରାମ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ'ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ…

Continue Readingସଂଗ୍ରାମୀ ଖୁଦୀରାମ
Read more about the article ନିରବ ନିହାଣ
Odia Poem Niraba Nihana (ନିରବ ନିହାଣ) by Dinabandhu Bej

ନିରବ ନିହାଣ

ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ, ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ । ତୁମ ଉଦୟର ପୂର୍ବ ଦିଗର ଆଭା ଝଟକିଲା ମୁକୁତା ସମାନ ହୋଇ, ତୁମ ନିଖୁଣ ନିହାଣ ମୂନର କଳା…

Continue Readingନିରବ ନିହାଣ
Read more about the article ମାଆ ତୁମେ
ମାଆ ତୁମେ

ମାଆ ତୁମେ

ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର…

Continue Readingମାଆ ତୁମେ
Read more about the article ହୁଅ ନାହିଁ ତୁମେ ପୁସ୍ତକ କୀଟ
ହୁଅ ନାହିଁ ତୁମେ ପୁସ୍ତକ କୀଟ

ହୁଅ ନାହିଁ ତୁମେ ପୁସ୍ତକ କୀଟ

ଜୀବନଟା ଏକ ଖୋଲା ପୁସ୍ତକ ଝୁଣ୍ଟି ଝୁଣ୍ଟି ପଢ଼ୁ ସଂସାର ପାଠ । ନାନା ଦୁର୍ଘଟଣା ବତାଏ ବାଟ ଲୋଡ଼ା ପଡ଼ିଥାଏ ନିଶୁଆ ପାଠ । ଆମେ ଭାବୁ ସବୁ ବହିରେ ଅଛି ଢକ ଢକ କରି ପିଇ ଯାଉଛି ।…

Continue Readingହୁଅ ନାହିଁ ତୁମେ ପୁସ୍ତକ କୀଟ