Mata Pitankara Bhumika (ମାତା ପିତାଙ୍କର ଭୂମିକା) by Debabrat Das

ମାତା ପିତାଙ୍କର ଭୂମିକା

ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି । ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ ସ୍ତରକୁ ଉତ୍ତମ ରୂପେ ବୁଝିବା ଆବଶ୍ୟକ ।…

ଅଧିକ ପଢ଼ନ୍ତୁ
Odia Poem Pratisruti Bikajae Sastare (ପ୍ରତିଶୃତି ବିକାଯାଏ ଶସ୍ତାରେ) by Sucharita Patra

ପ୍ରତିଶୃତି ବିକାଯାଏ ଶସ୍ତାରେ

ଦେହର କ’ଣ କ୍ଷୁଧା ଥାଏ !? ନା ମନ ତାକୁ ହିଂସ୍ର କରିଦିଏ? ଅନ୍ଧ କରିଦିଏ ଦୈତ୍ୟ ହେବାକୁ, ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି ପ୍ରତିଶୃତି ବିକାଯାଏ ଭରସା ପାଇଁ ନିଜର ସର୍ବସ୍ୱ ଦେଇ ଆଶ୍ଵସନା ପାଇଁ ଝାସ ଦେଇଥିଲେ ତିଳ ତିଳ କରି ନାରୀତ୍ୱ ବିସର୍ଜନ କରି ସୁଧରେ ଆଣେ ଅସଜଡ଼ା ସ୍ୱପ୍ନ ଅବା ସେ କି ଜାଣେ ଦିନେ ତା’ର ସୁଧ କରଜ ବନ୍ଧବାଡ଼ ଡେଇଁ ଅଭାବୀ ବିକ୍ରି ହେଇଯିବ ମୁଖା ଖସିଗଲେ ମଣିଷର…

ଅଧିକ ପଢ଼ନ୍ତୁ
Odia Poem Gana o Tantra (ଗଣ ଓ ତନ୍ତ୍ର) by Jangyash Kumar Rout

ଗଣ ଓ ତନ୍ତ୍ର

ମୋର ଆରମ୍ଭ ଭାରତର ସମ୍ବିଧାନ ସଙ୍ଗେ ହୋଇଥିଲା, ଭାବିଥିଲି ସମ୍ବିଧାନ ହିଁ ହେବ ମୋର ଆଶାବାଡ଼ି ଏ ଗଣମାନଙ୍କ ତନ୍ତ୍ରକୁ ଏକାଠି ରଖିବାକୁ, କିନ୍ତୁ, ସମ୍ବିଧାନ ବାସ୍ ଏକ ଖେଳନା ହୋଇ ରହିଗଲା ଏ ଦୁର୍ନୀତି ଖୋର୍ ନେତା ଓ ଅଫିସରମାନଙ୍କ ପାଇଁ, ଭାବିଥିଲି ସମ୍ବିଧାନର ଆଶ୍ରାରେ ଭାରତର ଲୋକ ତନ୍ତ୍ର ଆହୁରି ଉନ୍ନତ ହେବ, କିନ୍ତୁ, ଏ ଭାରତର ଗଣରାଜ୍ୟ ଆଜି ପତନାଭିମୁଖି, ଏହାହିଁ ଥିଲା କ’ଣ ମୋ’ ଭାଗ୍ୟରେ? ନ୍ୟାୟିକ ବ୍ୟବସ୍ଥାର ଚକ୍ରବ୍ୟୁହରେ ଆଜି…

ଅଧିକ ପଢ଼ନ୍ତୁ
Odia Poem Kebala To Pain (କେବଳ ତୋ' ପାଇଁ) by Nibedita Nayak

କେବଳ ତୋ’ ପାଇଁ

ବୁଝେଇବାକୁ ତ କେବେ ପଡ଼େନା ଆଜି କ’ଣ ପାଇଁ ଏତେ ଅବୁଝା ହଉ କହିବାକୁ ତତେ ବି ପଡ଼େନା କିଛି ନ କହିକି ତୁ ସବୁ ବୁଝିଯାଉ ଲୁଚେଇବାକୁ ଚାହିଁଲେ ଯେତେ ପାରିବିନି ତତେ କିଛି ଲୁଚେଇ ମୋ ହାବ ଭାବ କଥା ବାର୍ତ୍ତାରୁ କିଛି ହେଇଛି ବୋଲି ବାରି ଦଉ ମୋ’ ନିରବତାର ଭାଷା ତୁ ଭଲରେ ପଢ଼ିପାରୁ କେବ ବି ଏକା ମତେ ରଖୁନା ସବୁ ବେଳେ ପାଖେ ଥାଉ ସୁଖ ହଉ ଅବା…

ଅଧିକ ପଢ଼ନ୍ତୁ
Odia Poem Se Mo Diary (ସେ ମୋ ଡାଏରୀ) by Sunita Patel

ସେ ମୋ ଡାଏରୀ

ଭୁଲିଯିବା ଭୟ ତା’ ଭିତରେ ଅନେକ କିଛି ସାଇତି ରଖିଛି ଆଉ କିଛି ରହସ୍ୟ ଲୁଚେଇ ବି ରଖିଛି । ମୋ ଦିନ ସରିବା ପର୍ଯ୍ୟନ୍ତ ସେ ମୋତେ ଅପେକ୍ଷା କରେ ସେ ମୋ ଦିନକୁ ସମ୍ପୂର୍ଣ୍ଣ କରେ । ମୋର କୌଣସି ଭାବନା ପାଇଁ ସେ ମୋତେ କେବେ ପ୍ରଶ୍ନ କରିନି ବୋଧେ ସେ କାହିଁକି, କ’ଣ ପାଇଁ, କେଉଁଠି ଏମିତି କିଛି ଶବ୍ଦର ଅର୍ଥ ଜାଣିନି । ମୁଁ ରାଗରେ ତା’ ଶରୀରରେ ଅନେକ ଦାଗ ଦେଇଛି ସେ…

ଅଧିକ ପଢ଼ନ୍ତୁ