ପ୍ରତିଶୃତି ବିକାଯାଏ ଶସ୍ତାରେ
ଦେହର କ’ଣ କ୍ଷୁଧା ଥାଏ !? ନା ମନ ତାକୁ ହିଂସ୍ର କରିଦିଏ? ଅନ୍ଧ କରିଦିଏ ଦୈତ୍ୟ ହେବାକୁ, ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି ପ୍ରତିଶୃତି ବିକାଯାଏ ଭରସା ପାଇଁ ନିଜର ସର୍ବସ୍ୱ ଦେଇ ଆଶ୍ଵସନା ପାଇଁ ଝାସ ଦେଇଥିଲେ ତିଳ ତିଳ କରି ନାରୀତ୍ୱ ବିସର୍ଜନ କରି ସୁଧରେ ଆଣେ ଅସଜଡ଼ା ସ୍ୱପ୍ନ ଅବା ସେ କି ଜାଣେ ଦିନେ ତା’ର ସୁଧ କରଜ ବନ୍ଧବାଡ଼ ଡେଇଁ ଅଭାବୀ ବିକ୍ରି ହେଇଯିବ ମୁଖା ଖସିଗଲେ ମଣିଷର…

