ବିଶ୍ୱ ବିଜୟୀ
ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି । ସବୁ ଦମ୍ଭ ଝଣ ଝଣ କରି ଭାଙ୍ଗିଗଲା ପତଳା କାଚର ପାଚେରୀ ଯେମିତି, ସଂସାରର ସବୁ କିଛି ହାସଲ କରି ନେବାର ମୋ ଜିଦ୍ ନିଜ ପାରିବାପଣର ଦମ୍ଭ ଚୁରମାର ହୋଇଗଲା । କାହାର ଗୋଟିଏ ନାହିଁରେ, ସତେ…

