You are currently viewing ଓଁ ନମଃ ଶିବାୟଃ
Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda

ଓଁ ନମଃ ଶିବାୟଃ

ତୁମେ ସତ୍ୟ
ତୁମେ ଚିରନ୍ତନ
ତୁମେ ବିଶାଳ
ତୁମେ ସୁନ୍ଦର
ତୁମେ ରୁଦ୍ର
ତୁମେ ସ୍ଥିର
ତୁମେ ଆଦି
ତୁମେ ଅନ୍ତ
ତୁମେ ରକ୍ଷକ
ତୁମେ ବିନାଶକ
ତୁମେ ତ୍ୟାଗ
ତୁମେ ବୈରାଗ

ତୁମେ ସତ୍ୟ
ତୁମେ ଶିବ
ତୁମେ ସୁନ୍ଦର !

ଓଁ ନମଃ ଶିବାୟଃ !

– ଅକାଳ କୁଷ୍ମାଣ୍ଡ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ ସର୍ବସାଧାରଣରେ ଘଟୁଥିବା ଘଟଣା ସହତ ଜଡ଼ିତ ଥାଏ । ତାଙ୍କ ସମସ୍ତ ରଚନାଗୁଡ଼ିକ ଅନେକ ପାଠକୀୟ ଆଦୃତି ଲାଭ କରିଛି ।