Odia Story Jeje Nati Jodi (ଜେଜେ ନାତିର ଯୋଡ଼ି) by Jharana Pradhan

ଜେଜେ ନାତିର ଯୋଡ଼ି

“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର ଡାକ ନାଁ ଦେଇଛନ୍ତି ।” ଜେଜେ ହସି କହିଲେ,…

ଅଧିକ ପଢ଼ନ୍ତୁ
Odia Poem Kakara (କାକର) by Sanjib Kumar Dash

କାକର

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି… ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ ନୀଳ ଆଖି !! ଅବଶ ମୁଁ, ଜଡ଼େଇ ଝରୁଛି ଟୋପା ଟୋପା… ନିଚ୍ଛକ ପ୍ରବଣତାର ଏ ଅଶ୍ରୁ, ଏବେ ସଜାଇଛି ! ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ, ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି ମାଟି ଭିଜାଉଛି… ଆଉଥରେ…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Biswanath Kinkar Rout

କରୁଣା

ସକାଳ ୧୦ଟା । ରମାକାନ୍ତ ସାରେ ପିଲାଙ୍କୁ ପଢ଼େଇ ସାରି ଉଠିଲେ । ବିଛଣାରେ ବସିବାକୁ ଯାଉଛନ୍ତି କି ରୋଷେଇ ଘରୁ ଘରଣୀଙ୍କ ଆବାଜ୍ ଆସିଲା, “ରୁଟି ଦେଇ ଦେବିକି ଖାଇବାକୁ?” ସାରେ କହିଲେ, “ରୁହ ଟିକେ ଗଡ଼ି ପଡ଼େ, ଏତେ ଶୀଘ୍ର କାହିଁକି !” “ଶୁଣ ଖାଇ ସାରିଲେ ପରିବା ଆଣିବାକୁ ଯିବ । ବେଶୀ ଲେଟ୍ ହେଲେ ଭଲ ପରିବା ସବୁ ସରିଯିବ, ଶେଷରେ ଶୁଖିଲା ପୋକା ପଚା ପରିବା ମିଳିବ ।” “ହଁ ତ ! ଠିକ୍ କଥା ।” ସାରେ ଜଲଦି…

ଅଧିକ ପଢ଼ନ୍ତୁ
Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର ବଂଶ କୁମ୍ଭାର ସୋରଡ଼ାରୁ ବାସ ନାମ ସରଡ଼ିଆ ବାବେର ବଂଶ ବୋଲାଇ । ପାଟଣାଗଡ଼ରୁ ବଂଶ ପଟନିଆ ବାବେର ବୋଲି ଜଣାଇ ॥ କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ ଉତ୍ପତି ବାବେର ବଂଶ । ପଶ୍ଚିମ ଓଡ଼ିଶା କୋଶଳ ଖଣ୍ଡରୁ…

ଅଧିକ ପଢ଼ନ୍ତୁ
Odia Story Kankala (କଙ୍କାଳ) by Priyanka Priyadarsini

କଙ୍କାଳ

ଜରାଜୀର୍ଣ୍ଣ ଶରୀର, ଶୁଷ୍କ ଓଠ, ମୁଣ୍ଡରେ ତେଲ ତ ବହୁ ଦୂରର କଥା, ଦେହ ହାତ ସବୁ ପାଉଁଶିଆ; ଦେହରେ ପଡ଼ିଥାଏ ଗୋଟେ ଚିରା ସାର୍ଟ ଯାହା ଲାଜ ତକ ବି ଘୋଡ଼େଇବାର ସାମର୍ଥ୍ୟ ରଖେ ନାହିଁ । ନାଳରେ ଭାସି ଯାଉଥିବା ଆଇଁଠା ମଧ୍ୟ ଜୀବହୀନ ହାତରେ ତୋଳିଆଣି ଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତିନି । ଏ ସବୁ ଚଳଚ୍ଚିତ୍ରରେ ଦେଖିଛି, ନିଜ ଆଖିରେ କେବେ ନାହିଁ । ଅପରିଷ୍କୃତ ଶୁଷ୍କ ଚେହେରା ଗୋଡ଼ିକ କେବଳ ଯେ ଫିଲ୍ମରେ ଥାଏ,…

ଅଧିକ ପଢ଼ନ୍ତୁ