Read more about the article ଅଭୁଲା ଅମର ଗୀତି
Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ ଅଭୁଲା ଅମର ଗୀତି ଭୁଲିଯାଇନାହିଁ ତମ ସାଥେ ଥିବା ଭିଜା ଭିଜା ସେଇ ସ୍ମୃତି ॥ ପଢ଼ୁଛି ଆଜିବି ଲୁଚେଇ ମୁହିଁ ତୁମ ହାତ ଲେଖା ଚିଠି ଚିରି ଦେଇନାହିଁ ଚିଠିକୁ ତୁମର ରଖିଛି ପାଖେ…

Continue Readingଅଭୁଲା ଅମର ଗୀତି
Read more about the article ଏଇ ତ ମରୀଚିକା
Odia Poem Ae Ta Marichika (ଏଇ ତ ମରୀଚିକା) by Subham Kumar Sahoo

ଏଇ ତ ମରୀଚିକା

ଆଜି ବି ମନେଅଛି ଜହ୍ନ ରାତିର ସେଇ ବିକଟାଳ ରୂପ କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା ରାତି ଶୁନ୍ ଶାନ୍, କୁକୁର ସବୁ ଭୁକୁଛନ୍ତି ଆଉ ମୁଁ ତୁମକୁ ଅନୁସରଣ କରୁଛି; ପଛରୁ ହାତ ଠାରି ଡାକୁଛି ହେଲେ, ହଠାତ୍‌ ତମେ ଦୌଡ଼ିଯାଉଛ…

Continue Readingଏଇ ତ ମରୀଚିକା
Read more about the article ଶାଶ୍ୱତ ପ୍ରେମ
Odia Poem Saswat Prema (ଶାଶ୍ୱତ ପ୍ରେମ) by Subham Kumar Sahoo

ଶାଶ୍ୱତ ପ୍ରେମ

ବଗିଚାର ଫୁଟା ଗୋଲାପ ଏବେ ସମ୍ପୂର୍ଣ୍ଣ ମଉଳା, ଝାଉଁଳି ପଡ଼ିଛି ଆଜି ତା'ର ସତେଜ ପାଖୁଡ଼ା, ପ୍ରେମ ଆଜି ପାଲଟିଛି ରାସ୍ତାକଡ଼ର ଅଳିଆ ବଦଳି ଯାଇଛି ଆଜି ରୂପରେଖା ଏ ପ୍ରେମର । ଅନ୍ଧକାର ଅଛି ସିନା ଆଲୁଅ ଦେଖେଇବା ପାଇଁ…

Continue Readingଶାଶ୍ୱତ ପ୍ରେମ
Read more about the article ତମ ଅପେକ୍ଷାରେ
Odia Poem Tama Apekshare (ତମ ଅପେକ୍ଷାରେ) by Subham Kumar Sahoo

ତମ ଅପେକ୍ଷାରେ

ତମେ ଆସ ଜହ୍ନ ଆଲୁଅରେ ପୁଣି ହଜିଯାଅ ଭସା ବାଦଲରେ ତମେ ବି ନିଜେ ଜାଣନା କେମିତି ବା ଜାଣିବ ମୋ ମନର ଭାବନାକୁ ତମେ ଅଛ ସିନା ମୋ ମନରେ, ହେଲେ ତମେ ତ ଆଉ କାହା ମନରେ ତମେ…

Continue Readingତମ ଅପେକ୍ଷାରେ