Read more about the article ଇଚ୍ଛା ହୁଏ
Odia Poem Ichchha Hue (ଇଚ୍ଛା ହୁଏ) by Chikun Panda

ଇଚ୍ଛା ହୁଏ

ଇଚ୍ଛା ହୁଏ କୁହୁଡ଼ି ଚାଦର ଘୋଡ଼େଇ ଚାନ୍ଦର ଟିକିଲି ନାଇ ନବ ବଧୂ ସାଜିବାକୁ ଇଚ୍ଛା ହୁଏ ରାତିର ଅନ୍ଧକାରକୁ ଆଖିର କଜଳ କରି ଆଖିକୁ ସୁନ୍ଦର କରିବାକୁ । ଇଚ୍ଛା ହୁଏ ଗୋଲାପୀ ଓଠରେ ବିନ୍ଦୁ ବିନ୍ଦୁ କାକର ଟୋପାର…

Continue Readingଇଚ୍ଛା ହୁଏ
Read more about the article ଫେରି ଆସ ରାଜକୁମାର
Odia Poem Pheri Asa He Rajakumara (ଫେରି ଆସ ରାଜକୁମାର) by Chikun Panda

ଫେରି ଆସ ରାଜକୁମାର

ବାପା କହିଛନ୍ତି ଦୂର ରାଇଜୁ ଖୋଜି ଆଣି ଦେବେ ରାଜକୁମାର, ପାଖେଇ ଆସିଲାଣି ବିବାହ ବୟସ ମନ ହୁଏ ଭାରି ଛନ ଛନ, ପାଦରୁ ଝୁଣ୍ଟିଆ ହଜିଯାଏ ମୋର ମନେ ରହୁନାହିଁ ହେଜ । ରାଜ ନଅରର ରାଜ କଣ୍ଢେଇ ମୁଁ…

Continue Readingଫେରି ଆସ ରାଜକୁମାର
Read more about the article ପ୍ରେମିକାର ଆତ୍ମା
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା…

Continue Readingପ୍ରେମିକାର ଆତ୍ମା
Read more about the article ପୁଣି ଫେରି ଆସନ୍ତାନି ପିଲାଦିନ
ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ ପୁଣି ଶୁଭନ୍ତାନି ଜେଜେମା'ର ଗୁଲୁରୁ ଗୁଲୁରୁ ଗପ, ଜେଜେଙ୍କ ବଙ୍କୁଲୀ ବାଡ଼ି ଶବ୍ଦ । ପୁଣି ଶୁଭନ୍ତାନି ଚାଟଶାଳୀ ପାଠ ଗୁରୁଙ୍କ ଛାଟ ମାଡ଼ । ଆଇ ହାତ ପୋଡ଼ ପିଠା ପାଟିକୁ କରେ ମୋ'ର…

Continue Readingପୁଣି ଫେରି ଆସନ୍ତାନି ପିଲାଦିନ
Read more about the article ବିଦାୟ ମାଆ
ବିଦାୟ ମାଆ

ବିଦାୟ ମାଆ

ମା' ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ…

Continue Readingବିଦାୟ ମାଆ