ହେ ଜଗନ୍ନାଥ
ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି ନେବ । ଏ ଜୀବନ ସତ୍ତା ରହୁ କି ନ ରହୁ ଅନନ୍ତ ସତ୍ତାରେ ମିଶିଯିବି ॥ ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ ଅନନ୍ତ ଶେଯର ପାଶେ ଥିଲେ । ଯଶ ଧନ ବିଦ୍ୟା କିଛି ଲୋଡ଼ା…

