sarakari-chakiriaa

ସରକାରୀ ଚାକିରିଆଙ୍କ ୩ଟି ଚିତ୍ର

(୧) ଦାସବାବୁଙ୍କ ପୁଅଟି ପାଠରେ ଯେମିତି ଶାଠରେ ବି ସେମିତି । ବୈଷୟିକ ଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଘରେ ବାପା-ବୋଉଙ୍କ ଛାତି କୁଣ୍ଢେମୋଟ । ସରକାରଙ୍କ ତରଫରୁ ଛାତ୍ରବୃତ୍ତି ବାବଦକୁ ୬୦୦୦ ଟଙ୍କା ମିଳିବ । ହେଲେ ସେଥିପାଇଁ ବାପାଙ୍କ ରୋଜଗାର ପ୍ରମାଣପତ୍ର(ଇନକମ ସାର୍ଟିଫିକେଟ) ଏବଂ ସ୍ଥାୟୀ ବସବାସ ପ୍ରମାଣପତ୍ର (ରେସିଡେନ୍ସିଆଲ ସାର୍ଟିଫିକେଟ) ଦାଖଲ କରିବା ଜରୁରୀ । ଏଣେ ଦାସ ବାବୁ ୬ଦିନ ହେବ ତହସିଲ ଅଫିସରେ ଆବେଦନ କରି ଦୌଡ଼ୁଛନ୍ତି ଯେ ଦୌଡ଼ୁଛନ୍ତି । ଚପଲ ଘୋରି…

ଅଧିକ ପଢ଼ନ୍ତୁ
ଅସମ୍ମୋହିତା

ଅସମ୍ମୋହିତା

ଖୁବ୍‌ ନିକଟରୁ ଶବ୍ଦପୁଙ୍ଗୀରେ କକର୍ଶ କଣ୍ଠରେ ଆରମ୍ଭ କରାଯାଇଥିବା ନିରନ୍ତର ଭକ୍ତିନାଦର କୀର୍ତ୍ତନି ଧ୍ୱନି ଗହଳ ଅନ୍ଧାର ବାୟୁମଣ୍ଡଳରେ ଧୀରେଧୀରେ ମିଳେଇ ଯାଉଥିବା ବେଳେ ତା’ ଭିତରୁ ମୁଣ୍ଡରେ ଗାମୁଛା ଭିଡ଼ା ବହଳିଆ ରୁକ୍ଷ ଚର୍ମର ଗାଲରେ ଦାଢ଼ୀ ରଖିଥିବା ଗୋଟିଏ ଚେହେରା ବଡ଼ ବଡ଼ ଆଖି ସହ ଦାନ୍ତ ଦୁଇଧାଡ଼ି ଆଗକୁ ଆଣି ପଚାରୁଥିଲା– “ହେ, ହେ ଆପଣ ଏ ଘର କେବେ ଛାଡ଼ିବେ?” ପ୍ରଶ୍ନ କରିଥିବା ଲୋକର ମୁହଁ ଉପରେ ହିଁ କଳା ମିଚିମିଚି…

ଅଧିକ ପଢ଼ନ୍ତୁ
dharamara-selfie

ଧରମାର ସେଲ୍ଫି

“ତମେ ବାପ-ପୁଅ-ଝିଅ ବସି ମୋବାଇଲରେ ଦିନ ସାରା ଲାଗିଥାଅ । ଛୁଟିରେ ଅଛ ବୋଲି ନିଜେ ତ କାମ କରିବନି, ପିଲାଙ୍କୁ ବି ବିଗାଡ଼ି ଦେବ ନା କ’ଣ? ଏମାନେ ତ Text book କମ୍ ଆଉ Facebook ବେଶି ପଢ଼ୁଛନ୍ତି । ଆଉ ତମେ ବି କିଛି କମ୍ ନୁହଁ । ତମ ଅଫିସରେ କାମଦାମ ଅଛି କି ନାହିଁ, ଯେତେବେଳେ ଦେଖ WhatsApp, ଟ୍ଵିଟରରେ ମାତୁଛ । ଘରେ ବି ସେଇୟା ।” ଜଳଖିଆ ବାଢ଼ୁ ବାଢ଼ୁ ଶ୍ରୀମତି ସକାଳୁ ସକାଳୁ…

ଅଧିକ ପଢ଼ନ୍ତୁ
bagha-matichhi

ବାଘ ମାତିଛି

ୟେ ପୁଣି କୋଉ ବାଘ? ମଣିଷଖିଆ ବାଘ ଗୁଡ଼ା ତ କେବେରୁ ପୃଥିବୀରୁ ଲୋପ ପାଇଗଲେଣି । ପୁଣି ଥରେ ବାଘ ମାତିଛି !!! କଥାଟା ଠିକରେ ବୁଝା ପଡ଼ିଲାନି ଗାଁ’ର ସେ ମାଉସୀକୁ ସେଦିନ । ଗାଁ’ର ମୁରବୀ ସେଦିନ ବାଘର ଉତ୍ପାତ ବିଷୟରେ ମାଉସୀକୁ ଆଗରୁ ସୂଚନ ଦେଇଥିଲେ ବି ମାଉସୀ କଥାଟାକୁ ଏତେ ଗୁରୁତ୍ଵ ଦେଇନଥିଲେ । ଦିନ କେଇଟାରେ ତା’ର ଝିଅ ବାହାଘର । ବାହାଘର ୮୦ ଭାଗ କାମର ପ୍ରସ୍ତୁତି ସରିଲାଣି, ଦିନ କେଇଟାରେ ଝିଅ ତା’ର…

ଅଧିକ ପଢ଼ନ୍ତୁ
konark-kimbadanti

କୋଣାର୍କର କିମ୍ବଦନ୍ତୀ

“ଶସ୍ୟ ଶ୍ୟାମଳା, ନଳିନୀ ଖୋଦିତା ନଦୀ ନିଷେବିତା ସାଗର ବନ୍ଦିତା”, ଓଡ଼ିଶା ଅଲୌକିକ କାହାଣୀରେ ଖୋଦିତ କିମ୍ବଦନ୍ତୀ, ଯାହା ମନୀଷାର ଭାବନାର ଚିତ୍ର ପଟଳକୁ କେବଳ ଦୋହଲାଇ ଦିଏନି ବରଂ ହଜାଇ ଦିଏ ସ୍ଵର୍ଗୀୟ ଆନନ୍ଦରେ। ସତେ ପାରିଜାତର ପୁଷ୍ପ ରାଜ ଯେମିତି ଗାଇ ଉଠୁଛନ୍ତି ରାଗିଣୀ, ବିମୋହିତ କରିନିଏ ସେଇ କାରୁକାର୍ଯ୍ୟର କୋଣାର୍କ, ପ୍ରଫୁଲ୍ଲିତ କରିଦିଏ ତନୁ ମନକୁ କଳା କଳା ଜଳ ରାଶି, ଆଚ୍ଛାଦିତ ମେଘର ଭାସିୟମାନ ମେଘ ଖଣ୍ଡ, ସମସ୍ତଙ୍କର ଇଚ୍ଛା ଥାଏ…

ଅଧିକ ପଢ଼ନ୍ତୁ