Asinare Ase Maa

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’ ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା’ ମା’ ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ’ ନାମ ଆବୋରି । ଜଗତ ହୁରି ପକାଏ ସଜାଅରେ ବେଗି ମା’ ପୂଜା ପୀଠ ମା’ ପରା ବିରାଜିବ ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ ଘଣ୍ଟ, ମୃଦଙ୍ଗର କର ବେଗେ ସଜ ମା’କୁ ପରା ପାଛୋଟିବା ଏ ଧରାକୁ ହୁଳହୁଳିରେ…

ଅଧିକ ପଢ଼ନ୍ତୁ
Durgati Nasini

ଦୁର୍ଗତି ନାଶିନୀ

ଜୟ ମାତ ଦଶଭୁଜା ଦୁର୍ଗତି ନାଶିନୀ ଦୁର୍ଗା ଚଉଦିଗେ ଉଡ଼ାଅ ମା’ କୀରତି ଧ୍ୱଜା, ଲୋକପିୟ ହିନ୍ଦୁ ଦେବୀ ମହିମା କିବା ବର୍ଣ୍ଣିବି ସଙ୍କଟ କାଳରେ ତୋର ପଡ଼ଇ ଖୋଜା । ତୁମପାଇଁ ପ୍ରକୃତିର କି ସାଜସଜ୍ଜା, ଶରତ ଚାରୁ ସମ୍ଭାରେ ପାଉ ମା ପୂଜା ।୧। ଜୟ ମାତ କାତ୍ୟାୟନୀ ମହିଷାସୁର ମର୍ଦ୍ଦିନୀ ଦିବ୍ୟାଅସ୍ତ୍ର ଧାରିଣୀ ଦିବ୍ୟରୂପା ଜନନୀ , ଦୁଷ୍ଟଶକ୍ତି ବିନାଶିନୀ ଖଣ୍ଡା ଖର୍ପର ଧାରିଣୀ ଶୁମ୍ଭ ନିଶୁମ୍ଭ ଘାତିନୀ ସିଂହବାହିନୀ, ରୋଗ ଶୋକ ଭୟ ହାରିଣୀ,…

ଅଧିକ ପଢ଼ନ୍ତୁ
Switzerland Diary

ସୁଇଜରଲାଣ୍ଡ ଡାଏରୀ

ସୁଇଜରଲାଣ୍ଡରେ ୮ ମାସର ରହଣି ଭିତରେ ବହୁ ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବାର ସୁଯୋଗ ମିଳିଥିଲା । ଛୁଟିଦିନ ମାନଙ୍କରେ ବିଶେଷ କାମ ନ ଥିଲେ ଆମେ ପରିବାର ସହ କୌଣସି ନା କୌଣସି ନୂଆ ଜାଗା ଦେଖିବାକୁ ଚାଲିଯାଉ । ଏ ବର୍ଷ ଖରା ଦିନରେ ମାର୍ଟିନି ସହର ନିକଟରେ ଥିବା ଓଏସ୍ଟର୍ଣ ସିଟିକୁ ଆମେ ବୁଲିବାକୁ ଯାଇଥିଲୁ । ଅବଶ୍ୟ ଯିବା ପୂର୍ବରୁ କିଛି ଖାଦ୍ୟ ସାମଗ୍ରୀ, ପାନୀୟ ସହ ଆବଶ୍ୟକ ବିବରଣୀ ସଂଗ୍ରହ କରି ନେଇଥିଲୁ ।…

ଅଧିକ ପଢ଼ନ୍ତୁ
Maa Asileni

ମା’ ଆସିଲେଣି

ଅନ୍ଧାର ଛାତିରୁ କମ୍ବଳ ଉତାରି ସକାଳ ତ ହସିଲାଣି… ସବୁଜ ଘାସକୁ ମୁକ୍ତା ହାର ଦେଇ କାକର ସଜାଇଲାଣି… ଦେହରେ ଶୀତୁଆ ଶିହରଣ ଖେଳେ ମନ ଉଚ୍ଛନ୍ନ ହେଲାଣି… ନଦୀ, ହ୍ରଦ ସବୁ ପରିଷ୍କାର ଦିଶେ ସ୍ରୋତସ୍ୱିନୀ ପୁଷ୍କରିଣୀ… ଦୂର ଦିଗ୍‌ବଳୟେ କୁହୁଡ଼ିର ଛାୟା ପଦ୍ମ ବୃନ୍ତ ମେଲିଲାଣି… କାଶତଣ୍ଡୀ ଫୁଲ କେଶ ବିନ୍ୟାସରେ ଶରତ ଡାକ ଦେଲାଣି… କୁଆଡ଼େ ଗଲ ହେ ପୃଥିବୀ ବାସୀ ଏ ବେଗେ ସଜ ହୁଅ ପୁଣି… ଚଉଦିଗୁ ଶୁଭେ ମା’…

ଅଧିକ ପଢ଼ନ୍ତୁ
Maa Durga

ମାଆ ଦୁର୍ଗା

ରମ୍ଭାସୁର ଦୃଢ଼ ତପସ୍ୟା ବଳରେ ପ୍ରସନ୍ନ କରିଲେ ଅଗ୍ନି ଦେବଙ୍କୁ କି ବର ମାଗୁଛ ମାଗ ତୁମେ ରମ୍ଭା ପୂରଣ କରିବି ତୁମ ଇଚ୍ଛାକୁ । ଆମ କୋଳେ ଗୋଟେ ପୁତ୍ର ଜନ୍ମ ଦିଅ ଦୟାର ସାଗର ଅଗ୍ନି ଦେବତା ରମ୍ଭା ପତ୍ନୀ ଗର୍ଭେ ପୁତ୍ର ଜାତ କଲେ ତଥାସ୍ତୁ କହିଲେ ଦୟାର ଦାତା । ରମ୍ଭା ପତ୍ନୀ କୋଳୁ ଜାତ ହେଲା ପୁତ୍ର ନାମ ଥିଲା ତା’ର ମହିଷାସୁର ତପସ୍ୟାର ବର ବ୍ରହ୍ମା ଦେଲେ ତାଙ୍କୁ ଖୁସିରେ ବିଭୋର…

ଅଧିକ ପଢ଼ନ୍ତୁ