Nakali Swapna

ନକଲି ସ୍ୱପ୍ନ

ବୟସ ପାଖାପାଖି ୬୫ କି ୭୦ ହେବ, ଦୁର୍ବଳ ଶରୀର, ହାତ ଦୁଇଟା ଭାରି ଜୋରରେ ଥରୁଥାନ୍ତି, ଦାନ୍ତ ଗୁଡ଼ାକ ମଧ୍ୟ ଝଡ଼ିଯାଇଥାଏ, ବାସ କିଛିଟା ରହିଯାଇଥାଏ । ଦୃଷ୍ଟି ଶକ୍ତି ମଧ୍ୟ ଶେଷ ଅବସ୍ଥାରେ, ଏତେ ମାତ୍ରାରେ ରୁଗ୍ଣ ହୋଇ ମଧ୍ୟ ଘର ବାରଣ୍ଡାରେ ବୁଢ଼ା ମଉସା ନାତି ଟୋକା ସହ ବସି ଖୁସି ଗପରେ ମସଗୁଲ ଥାଏ । ନାତି ଟୋକାକୁ ପାଇ ବୁଢ଼ାର ମନ ପୁରା କୁଣ୍ଢେମୋଟ ଯେମିତି ମୋତିମାଣିକ ପାଇଯାଇଛି ବୁଢ଼ା । ବୁଢ଼ୀ ଗଲା…

ଅଧିକ ପଢ଼ନ୍ତୁ
Manepade Priyatama

ମନେପଡ଼େ ପ୍ରିୟତମା

ଶ୍ରାବଣ ଆସିଲେ ମଧୂ ବରଷିଲେ ମନେପଡ଼େ ପ୍ରିୟତମା, ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ ଝୁରେ ପ୍ରାଣ ପ୍ରିୟତମା । ଭରା ସରସୀରେ ତରଙ୍ଗ ଝଲସେ ମେଘ ମାଳ ଛବି ଆଙ୍କି, ପ୍ରୀତିର ପଣତ ବାଦଲ ପରାଏ ଲାଜେ ଖସି ଯାଏ ଦେଖି । ମାଟିର ମହକ ପୁଲକ ଭରିଲେ ସାଜେ ଧରା ସବୁଜିମା, ଘନ ଆକାଶ କି ଭରିଛି ସତେ ହରିଣୀ ଆଖିର ନିଳୀମା । ଫୁଲର ପସରା ବନେ ଉପବନେ ଖୋସା ଭରି ହସେ ସଖୀ, ମୁକୁଳା କେଶରୁ…

ଅଧିକ ପଢ଼ନ୍ତୁ
Bidaya Maa by Chikun Panda

ବିଦାୟ ମାଆ

ମା’ ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ ଆଖିରୁ ଲୁହ । ତୁମ ବିସର୍ଜନ ଭକ୍ତ ମନକୁ କରେ ବିଳାପିତ ସବୁ କିଛି ଶୁନଶାନ୍, ମଣ୍ଡପ ଲାଗେ ଖାଁ ଖାଁ ଘଣ୍ଟ ଘଣ୍ଟା ବି ନୀରବ ନିଶ୍ଚଳ । ମନ୍ତ୍ର ଶ୍ଳୋକ ଅହରହ ଗାଉଥିବା ପୁରୋହିତ ବି…

ଅଧିକ ପଢ଼ନ୍ତୁ
Download Now 31st Edition of Shubhapallaba

୩୧ଶ ସଂସ୍କରଣ

୨୦୨୧ ମସିହାର ଅକ୍ଟୋବର ମାସରେ ଶୁଭପଲ୍ଲବର ୩୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Maa Durga

ମାଆ ଦୁର୍ଗା

ପାର୍ବଣେ ନବ ଦୁର୍ଗା ଆଗମନେ ଚଞ୍ଚଳିତ ଆଜି ଧରା ଦେବୀ ନାରାୟଣୀ ଦୁଃଖ ବିମୋଚିନୀ ଜଗତେ କରୁଛି ଲୀଳା ॥ ସତ୍ୟ ସନାତନୀ ଜଗତ କଲ୍ୟାଣୀ ମହିଷା ମର୍ଦ୍ଦିନୀ ମାଆ ନିରାଷ ଅନ୍ଧାରେ ଦେଉ ମା’ ଆଲୋକ ବିପଦରେ ତୁହି ସାହା ॥ ଶୈଳପୁତ୍ରୀ ବ୍ରହ୍ମଚାରିଣୀ ମାଆ ଲୋ ଚନ୍ଦ୍ରଘଣ୍ଟା ତୁ କୁଷ୍ମାଣ୍ଡା ପାତକ ନାଶିନୀ ଅଭୟ ଦାୟିନୀ କାତ୍ୟାୟନୀ ସ୍କନ୍ଦମାତା ॥ କାଳରାତ୍ରୀ ମହାଗୌରୀ ତୁ ଜନନୀ ସିଦ୍ଧିଦାତ୍ରୀ ଗୀରିସୂତା ଚୌଷଠି ଯୋଗିନୀ ସଙ୍ଗେ ତୋ’…

ଅଧିକ ପଢ଼ନ୍ତୁ