You are currently viewing ମୁଁ ନାରୀ
ମୁଁ ନାରୀ

ମୁଁ ନାରୀ

ଜନନୀ ଭଗିନୀ ମୁଁ
ଅବିରତ ବୁହା ଗଙ୍ଗା ମୁଁ
ବନରେ ରହି ବି ସୀତା ମୁଁ
ଲକ୍ଷ୍ମୀ ଚଣ୍ଡୀ ଦୁର୍ଗା ମୁଁ
ପେଟରେ ପାଳିବାବାଲା ମୁଁ
ବିନାଶକାରିଣୀ ବି ମୁଁ
ସ୍ତ୍ରୀ ମୁଁ ହଁ ନାରୀ ମୁଁ ।।

ମୋତେ କ’ଣ ବା ଜାଳିବୁ ତୁ
ଜଳନ୍ତା ଆଗ୍ନେୟଗିରି ମୁଁ ।।

ଅବଳା ନୁହେଁ ସବଳା ମୁଁ
ହଁ କଳ୍ପନା ଚାୱଲା ମୁଁ ।।

ହଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ
ଅଭିଶାପ ନୁହେଁ ବରଦାନ ମୁଁ ।।

– ସତ୍ୟବ୍ରତ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...