He Gandhi - Odia Poem by Mamata Sahu on Gandhi Jayanti

ହେ ଗାନ୍ଧୀ

ହେ ଗାନ୍ଧୀ ତୁମର ଗଢ଼ା ଏ ଭାରତ ହୁଏ ଆଜି ବିଖଣ୍ଡିତ ତୁମେ ଦେଖିଥିଲ ସୁନାର ଭାରତ ସ୍ୱପ୍ନ ଆଜି କଳୁଷିତ ॥ ତୁମ ମନ୍ତ୍ର ଆଜି ଶକ୍ତିହୀନ ହୁଏ ପ୍ରତି କୋଣେ ହା ହା କାର ଭାରତ ମାଆର ବୁକୁ ଫଟା କାନ୍ଦ ବହିଯାଏ ନିରନ୍ତର ॥ ପ୍ରତିଟି ମୁହୂର୍ତ୍ତେ ଶୁଭଇ ଚିତ୍କାର ତ୍ରିରଙ୍ଗା ଆଖିରେ ଲୁହ ସ୍ୱାଧୀନତା ଆଜି ବିଷରିତ ହୁଏ ଛୁଟେ କୋଳାହଳ ସୁଅ ॥ ନାହିଁ ନିଷ୍ଠା ନମ୍ର ସତ୍ୟ ଧର୍ମ…

ଅଧିକ ପଢ଼ନ୍ତୁ
Download Now 30th Edition of Shubhapallaba

୩୦ଶ ସଂସ୍କରଣ

୨୦୨୧ ମସିହାର ସେପ୍ଟେମ୍ବର ମାସରେ ଶୁଭପଲ୍ଲବର ୩୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୬ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୩ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Sadharana Sneha

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ…

ଅଧିକ ପଢ଼ନ୍ତୁ
Odia Short Story book Biswas by Rajesh Kumar Barik published under Shubhapallaba Publication

ଶୁଭପଲ୍ଲବ ପ୍ରକାଶନର ଗଳ୍ପ ସଂକଳନ ‘ବିଶ୍ୱାସ’ ଉନ୍ମୋଚିତ

ଭଦ୍ରକ (୧୭ ସେପ୍ଟେମ୍ବର ୨୦୨୧): ଗତ ବିଶ୍ୱକର୍ମା ପୂଜା ଦିନ ଶୁଭପଲ୍ଲବ ପ୍ରକାଶନ ତରଫରୁ ରାଜେଶ କୁମାର ବାରିକଙ୍କର ଏକ ଗଳ୍ପ ସଂକଳନ ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଶୁଭପଲ୍ଲବ କାର୍ଯ୍ୟାଳୟରେ ଏହାର ଉନ୍ମୋଚନ କରାଯାଇଥିଲା, ଯେଉଁଠି ଗାଳ୍ପିକ ରାଜେଶ କୁମାର ବାରିକ, ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ସମାଜସେବୀ ସଞ୍ଜିବ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଭିଡିଓ କଲ୍…

ଅଧିକ ପଢ଼ନ୍ତୁ