Debitie Mira Pari

ଦେବୀଟିଏ ମୀରା ପରି

ସାଧାରଣତଃ ପୋଲିସ କଥା କହିଲେ ମନକୁ ଗୋଟିଏ ଖାକୀ ପୋଷାକ ପରିହିତ, ଟିପ୍ ଟପ୍ ଶରୀର, ଗୋଟିଏ ନିଶୁଆ ରାଗିଲା ମୁହଁ, ଗୋଟାଏ ରୋଲ୍ ବାଡ଼ି ଧରା ବଳିଷ୍ଠ ହାତ, ଦୁଇଟା ରଡ଼ି ନିଆଁ ଭଳିଆ ଜଳୁଥିବା ଆଖି ଆଉ ଯାବତୀୟ ଗାଳି ଓଗାଳୁ ଥିବା ଗୋଟାଏ କର୍କଶ କଣ୍ଠସ୍ୱର ଆଖି ଆଗରେ ନାଚି ଉଠେ । ମନରେ ସ୍ୱତଃ ଭୟ ଜାଗ୍ରତ ହୁଏ, ଠିକ୍ ପିଲାଦିନେ ବୋଉର ଡରାଣ “ଶୀଘ୍ର ଖାଇ ଦେ ନହେଲେ ପୋଲିସ୍ ଆସିବ,…

ଅଧିକ ପଢ଼ନ୍ତୁ
Mate Pacharani

ମତେ ପଚାରନି

ମତେ ପଚାରନି ପବନ ମିଛ କହେ କି ନାଇଁ ଆକାଶରେ ତାରା କେତେ ବାଦଲ ବି କ’ଣ ଗୀତ ଗାଏ ନାଁ ଜହ୍ନ କେବେ ମନ ହଜେଇଛି ନାଁ ଜମା ପଚାରନି ମତେ ! ମୁଁ କୋଉ ଜାଣିଛି କୃଷ୍ଣଚୂଡ଼ା ରଙ୍ଗ ନାଲି ନାଁ ମୁଠେ ପ୍ରେମ ରଙ୍ଗ? ଲାଜକୁଳୀ ଲାଜ କରେ ନାଁ ଅବିଶ୍ୱାସ? ରକ୍ତ କଇଁ ପୋଖରୀରେ ଫୁଟେ ନାଁ ଛାତି ତଳେ? ଠିକଣା? ହେ ନାଁ ସେଇଟା ବି ମନେ ନାହିଁ ଆଉ କୋଉ…

ଅଧିକ ପଢ଼ନ୍ତୁ
Bhari Mane Pada Tume

ଭାରି ମନେ ପଡ଼ ତୁମେ

ଭାରି ମନେ ପଡ଼େ ତୁମେ ସଞ୍ଜ ନଇଁଗଲା ପରେ ଭାବେ ବସି ତୁମ କଥା ଫିକା ଜହ୍ନ ଆଲୁଅରେ । ମନେ ପଡ଼େ ଆଜି ସେଇ ସାଗରର ବେଳା ଭୂଇଁ କହିଥିଲ ଭଲପାଅ ଉଛୁଳା ଲହରୀ ଛୁଇଁ ଭସାମେଘ ପରି ସାଥୀ ଭାସିଗଲା ତୁମକଥା ରହିଗଲା ସ୍ମୃତି ହୋଇ ଏଇ ମୋ ମନରେ । ଆଜି ବି ଝରକା ଖୋଲେ ଜାଣେନା ମୁଁ କାହା ପାଇଁ ଜାଣେ ତୁମେ ଆସିବନି ତଥାପି ବି ରହେ ଚାହିଁ ଆଶାତକ ଆଶାହୋଇ ମନେ…

ଅଧିକ ପଢ଼ନ୍ତୁ

ତୁମ ପ୍ରେମିକା

ଶାନ୍ତ ସମୁଦ୍ରରେ ଘୂର୍ଣ୍ଣି ଝଡ଼ ସୃଷ୍ଟି ହୋଇ ତା’ ବକ୍ଷକୁ ଆନ୍ଦୋଳିତ କଲା ଭଳି ମୋ ମନକୁ ଦୋହଲେଇ ଦେଇଥିଲା ତୁମର ସେ କେଇ ପଦ କଥା । ପାଦ ତଳୁ ଯେମିତି ହଠାତ ଭୂମିଟା ଖସି ଯାଉଥିଲା ଦୂରକୁ ଦୂରକୁ । ଦୀର୍ଘ ଦିନର ବ୍ୟବଧାନ ପରେ ମୁଁ ତୁମକୁ ଫୋନ କରିଥିଲି ଭଲ ମନ୍ଦ ପଚାରି ବୁଝିବା ପାଇଁ, ହେଲେ ଏମିତି ଏକ ସମ୍ବାଦ ପାଇବି ତାହା ମୋ ଚିନ୍ତାର ବାହାରେ ଥିଲା । ଯଦିଓ ବହୁତ ଆଗରୁ…

ଅଧିକ ପଢ଼ନ୍ତୁ
Rakshi Odia Poem

ରାକ୍ଷୀ

ବରଷକେ ଥରେ ଆସିଛି ଏହି ଗୋଟିଏ ଦିନ ଭାଇ ଭଉଣୀଙ୍କ ସମ୍ପର୍କରେ ଗଢ଼ା ଏହି ରକ୍ଷା ବନ୍ଧନ ମନରେ ନରୁହେ ମାନ ଅଭିମାନ ସୂତା ଖିଅ ଯୋଡ଼ିଦିଏ ଭାଇ ଭଉଣୀଙ୍କ ମନ ଭାଇ ଭଉଣୀ ସମ୍ପର୍କ ଏକ ଅତୁଟ ଭାବ ବନ୍ଧନ ସଦା ମାନସିକ ରଖିଥାଏ ଭଉଣୀ ଭାଇର ଦୀର୍ଘାୟୁ ଜୀବନ ମସ୍ତକେ ଲଗାଇ ଚନ୍ଦନ ସିନ୍ଦୁର ଦେଇ ଦୀପ ଧୂପ ଆଳତି ଭଉଣୀ କାମନା କରୁଛି ପ୍ରଭୁ ହେ ଭାଇ ଙ୍କ ଜୀବନେ କେବେ ନଆସୁ…

ଅଧିକ ପଢ଼ନ୍ତୁ