Kshata

କ୍ଷତ

ଏକ ଚିହ୍ନ ମାତ୍ରର ଦୈର୍ଘ୍ୟ, ପ୍ରସ୍ଥକୁ ମିଶାଣ କରି କ୍ଷତର ପରିସୀମା ନିର୍ଦ୍ଧାରଣ କରିବା କେବଳ ପାଗଳାମି । କ୍ଷତ ଅତୀତର ଅସ୍ତିତ୍ୱକୁ ବର୍ତ୍ତମାନରେ ଜାହିର କରେ । କାହାଣୀକୁ ଅମ୍ଳଜାନ ଦେଇ ଜୀବିତ ରଖେ । କ୍ଷତ କଷ୍ଟ ଦିଏ, ଏକ ଅଲିଭା ଦାଗ ଛାଡ଼ି ଯାଏ । କ୍ଷତ ସ୍ମୃତିଚାରଣ କରେ । ହେଲେ ସବୁ କ୍ଷତ ଯେ କଷ୍ଟ ଦିଏ ତାହା ନୁହେଁ । ସୂର୍ଯ୍ୟର ପ୍ରଚଣ୍ଡ କିରଣ ମାଟିରେ କ୍ଷତ ସୃଷ୍ଟି କରେ, ବର୍ଷାର ପ୍ରଥମ ବିନ୍ଦୁ ବି । ଶିଶୁକୁ…

ଅଧିକ ପଢ଼ନ୍ତୁ
Bhala Pauthili Tate

ଭଲପାଇଥିଲି ତୋତେ…

ଭଲପାଇଥିଲି ମନ ଦେଇ ତୋତେ ଚାଲିଗଲୁ ଛାଡ଼ି କରି ଏକା ମୋତେ ଏଡ଼େ ବେଇମାନି ଏଡ଼େ ତୁ ନିଷ୍ଠୁର ଭାଙ୍ଗିଦେଲୁ ମୋର ସାତ ସପନର ଘର ॥ ବୁଝିଗଲି ତୋ’ ଭଲପାଇବାର ମୂଲ୍ୟ କ’ଣ ଥିଲା ଏହି ଆମ ଅମର ପ୍ରେମ ମିଥ୍ୟା ପ୍ରତିଶ୍ରୁତିର ଆଶ୍ରା କରିଥିଲୁ ମୋ ଭଲପାଇବାକୁ ଠକିଦେଇ ଗଲୁ ॥ ତୋ’ ପାଇଁ ମୁଁ ସବୁ କିଛି ଭୁଲିଥିଲି ତୋତେ ମୁଁ ନିଜର ସବୁଦିନ ପାଇଁ କରିଥିଲି ସାଙ୍ଗସାଥି ଭୁଲି ତୋ’ ପାଖେ…

ଅଧିକ ପଢ଼ନ୍ତୁ
Bichara Jibana

ବିଚରା ଜୀବନ !

କାଲି ରାତିରେ ରାସ୍ତାରେ ଭେଟିଲି ଜୀବନକୁ ! ଦେଖାହେଲା ଆଉ କଥା ବି ହେଲା ହେଲେ, ମଉଳି ଯାଇଥିଲା ତା’ ମନରେ ଥିବା ଆଶା ଓ ଆକାଂକ୍ଷା । ସ୍ୱପ୍ନ ପୂରଣ କରିବାକୁ ଯାଇ ସର୍ବାହରା ହୋଇପଡ଼ିଥିଲା ସେ । ସ୍ୱପ୍ନ ତା’ର ପୂର୍ଣ୍ଣାଙ୍ଗ ରୂପ ନ’ନେଇ, ବର୍ତ୍ତମାନର ଝଡ଼ଝଞ୍ଜା ଦେଇ, କିଛି କ୍ଷଣ ପାଇଁ ସାଇତି ହୋଇରହିଥିଲା, ତା’ ମନର କେଉଁ ଅନ୍ଧାରୀ କୋଣରେ । କିଛି ଗୋଟେ ଭାବୁ ଭାବୁ! ଗଲାବେଳେ କହିଦେଇ ଗଲା, ସ୍ୱପ୍ନ ଦେଖିବାକୁ ରାତିନୁହେଁ ଏବେ…

ଅଧିକ ପଢ଼ନ୍ତୁ
Bapa

ବାପା

ଆମ ପାଇଁ ଆମ ବାପା ହେଉଛନ୍ତି ଦୁନିଆର ବଡ଼ ଧନୀ ଯେବେ ଯାହା ମାଗୁ ସବୁ ସେ ଦିଅନ୍ତି ମନା କେବେ କରନ୍ତିନି ॥ ପ୍ରତ୍ୟେକ ସଂସ୍କାର ନୀତି ଶିକ୍ଷା ଆଦି ପାଇଛେ ତାଙ୍କଠୁ ଆମେ ଦୁଃଖ କଷ୍ଟ ସହି ସମସ୍ତ ସୁଖକୁ କରନ୍ତି ସେ ଆମ ନାମେ ॥ ତାଙ୍କ ପାଇଁ ଆମେ ଏଇ ଦୁନିଆରେ ପାଇଅଛେ ଜୀବ ସତ୍ତା ଭଗବାନଙ୍କର ଅନ୍ୟ ଏକ ରୂପ ଯାହାଙ୍କର ନାମ ପିତା ॥ ଆମ ପାଇଁ ସିଏ…

ଅଧିକ ପଢ଼ନ୍ତୁ