prasnare uttar

ପ୍ରଶ୍ନରେ ଉତ୍ତର

ଆଜି ଆକାଶକୁ ପଚାରିଲି ତୁ ତାରାବିନା ରହିପାରିବୁ? ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ କହ ତ!!!!! ତୁ କ’ଣ ନିଃଶ୍ୱାସ ବିନା ବଞ୍ଚି ପାରିବୁ? ମୁଁ ଚାଲିଗଲି ସାଗର ପାଖକୁ ଏଇ ତୁ କ’ଣ ଊର୍ମି ବିନା ବଞ୍ଚି ପାରିବୁ? ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ କହ ତ!! ତୁ କ’ଣ ବିନା ହୃଦୟରେ ଜିଇଁ ପାରିବୁ? ଉତ୍ତର ଅପେକ୍ଷାରେ ଚାଲିଗଲି ଫୁଲ ପାଖକୁ ଏଇ ତୁ କ’ଣ ଭ୍ରମର ବିନା…

ଅଧିକ ପଢ଼ନ୍ତୁ
Prathama Prema

ପ୍ରଥମ ପ୍ରେମ

ପ୍ରଥମ ଦେଖାରେ ଯେବେ, ତାକୁ ମନ ଦେଇ ଆସିଲି । ଜଣେ ଅଜଣା ଚେହେରାକୁ ହୃଦୟ ଆଇନାରେ ଆଙ୍କିଦେଇ ଆସିଲି ॥ ଆଖିପଲକରେ ଯେବେ ମୋର, ତା’ ସ୍ୱପ୍ନନେଇ ଆସିଲି । ଜଣେ ଅଜଣା ଚେହେରାକୁ ନିଜର ଭାବିଦେଇ ଆସିଲି ॥ ଲୁଚି ଲୁଚି ତାକୁ ଦେଖୁଥାଏ ନିତି, ତାକୁ ନଦେଖିଲେ ଥରେ, ରାତିରେ ନିଦ ଆସେନା । ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥ ଏକା ଏକା ଆଉ ଜୀବନଚଲାପଥେ ଚାଲିବାକୁ ଇଚ୍ଛା ହୁଏନା । ତା…

ଅଧିକ ପଢ଼ନ୍ତୁ
Ahankari Barsa

ଅହଂକାରୀ ବର୍ଷା

ତୁମେ ଥିଲ ଅଜଣା, ମୁଁ ବି ଥିଲି ଅଜଣା କାହିଁକି ଏପରି ହେଲା, ଆମ ସମ୍ପର୍କ ସେତୁ ମୋ ହୃଦୟର ନକ୍ସା ବଦଳେଇ ଦେଲା, ତା’ପରେ ଗଢ଼ି ଉଠିଥିଲା ଆମ ଭିତରେ ସମ୍ପର୍କର ସୈଧ ବିଡ଼ମ୍ବନାର ବିଷୟ ସମୟର କୁଠାର ଘାତ ଆମ ଦୁହିଁଙ୍କୁ ଦେଖା କରିବାକୁ ପ୍ରତିବନ୍ଧକ ସାଜିଥିଲା । ତୁମେ ପାଠ ପଢ଼ାଜୀବନକୁ ନିଜ ଅଣ୍ଟିରେ ସାଇତି ରଖି କର୍ମମୟ ଜୀବନ ବ୍ୟାସ୍ତତା ଭିତରେ ନିଜକୁ ନିୟୋଜିତ କରି ଚାଲିଥିଲ । ଆଉ ମୁଁ ଏପଟେ ମୋ…

ଅଧିକ ପଢ଼ନ୍ତୁ
Pratarana

ପ୍ରତାରଣା

ସାତ ଜନମକୁ କଥା ଦେଇଥିଲ ନିଜର କରିବ ବୋଲି ପ୍ରତାରଣା କରି ଚାଲିଗଲ ତୁମେ ସର୍ବହରା ମୁଁ ହୋଇଲି ॥ କହି ବି ପାରୁନି ସହି ବି ପାରୁନି ବେଦନା ମୋ ହୃଦୟର ବୁଝି ପାରୁନାହିଁ ଏମିତି କାହିଁକି ବିଚ୍ଛେଦ ହେଲା ଆମର ॥ ତୁମ ବିଛେଦରେ ସବୁ ହରାଇଲି ଦିନ କାଟୁଛି ଦୁଃଖରେ ଗଲା ଦିନଠାରୁ ଭାବୁ ଅଛି ବସି ଆଖି ଭିଜୁଛି ଲୁହରେ ॥ ଆସିବା ବାଟକୁ ଚାହିଁ ଚାହିଁ ମୁହିଁ ଦେହଟା ଗଲାଣି…

ଅଧିକ ପଢ଼ନ୍ତୁ
Pasabikatara Chumbana

ପାଶବିକତାର ଚୁମ୍ବନ

ପାଶବିକତା ଚୁମି ଦେଇଯାଏ ଆପଦ ମସ୍ତକ.. ଉଆଁସ ରାତିର ବିସ୍ତାରିତ କାୟାରେ ଅବା, ଫ୍ଲଡ ଲାଇଟ୍‌ର ସୂକ୍ଷ୍ମାଲୋକରେ ଏକାନ୍ତ ତରୁଣୀ କୁଦ ଜନପଥରେ ଦେଖି ॥ ଦ୍ୱିତୀୟ ଦାରୁ ବି ନିର୍ଦ୍ଦୟୀ ସାଜେ ଅଭାବୀ, ନିରୀହା, ଗର୍ଭସ୍ଥ ଗୃହିଣୀର ଆର୍ତ୍ତ ଚିତ୍କାରକୁ ହସ୍ପିଟାଲ୍ ବାରଣ୍ଡାର ମୁକୁଳା କୋରିଡର୍‌ରେ ପାଶବିକତାର ଚୁମ୍ବନ ଚାଖି ॥ ପୂଜ୍ୟ, ପିତୃ ପ୍ରତିମ ଗୁରୁ ବି ଅଫୁଟା କୋମଳ କଢ଼ିର ନିରୀହତାର ସୁଯୋଗ ଉଣ୍ଡି ପରସ ଲାଲାସାରେ ଆଜି ପାଲଟିଯାଏ ଭ୍ରମର କନ୍ୟା…

ଅଧିକ ପଢ଼ନ୍ତୁ