You are currently viewing ସାଟିସ୍ଫେକ୍ସନ୍…
ସାଟିସ୍ଫେକ୍ସନ୍…

ସାଟିସ୍ଫେକ୍ସନ୍…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲର ଭାଷଣ ପ୍ରତିଯୋଗିତା ପାଇଁ ମା’ ଗାନ୍ଧିଜୀଙ୍କ ଉପରେ ଏକ ବକ୍ତୃତା ପ୍ରସ୍ତୁତ କରାଉଥିବା ବେଳେ ରୋମି ହଠାତ୍ କହି ଉଠିଲା, “ମାମା ! ଶାସ୍ତ୍ରୀଜୀ ତ ବାପୁଙ୍କର ବର୍ଥ-ଟ୍ୱୀନ… କିନ୍ତୁ ତାଙ୍କ ବିଷୟ ଏତେ କମ୍ ଡିଷ୍କସନ୍ ହେଉଛି??? ସିଏ କେତେ ଖରାପ ଭାବୁଥିବେ ନା? ମୋତେ ତୁମେ ତାଙ୍କ ବିଷୟରେ ପ୍ରିପେର କରେଇଦିଅ । ପ୍ରାଇଜ ନ ପାଇଲେ ବି ସାଟିସ୍ଫେକ୍ସନ୍ ନିଶ୍ଚୟ ପାଇବି…” ଆଉ ତା’ କଥା ଶୁଣି ମା’ ମୁରୁକି ହସି ସମ୍ମତି ଜଣାଇଦେଲ ।

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।