Odia Poem Bastabata (ବାସ୍ତବତା) by Sarmistha Malla

ବାସ୍ତବତା

ଶୀତୁଆ ସନ୍ଧ୍ୟା… ଅଳସ ଅପରାହ୍ନର ସମୟ ପ୍ରାୟ ୪ଟା । ବାଲକୋନୀର ଦୋଳିରେ ଝୁଲି ଝୁଲି ସ୍ମୃତି ରୋମନ୍ଥନ କରୁଛି ଶିଳ୍ପା । ସରି ସରି ଯାଉଛି ଏକ ବର୍ଷ । ଆସୁଛି ଆଉ ଏକ ନୂତନ ଅଧ୍ୟାୟ । କିଛି ବର୍ଷ ତଳର ଘଟଣା । ନବବର୍ଷରେ ତା’ ପାଖକୁ ଆସିଥିଲା ଏକ ଲଫାଫା । ଯେଉଁଥିରେ ଥିଲା ନବବର୍ଷର ଏକ ଅଭିନନ୍ଦନ ପତ୍ର । ଅପ୍ରତ୍ୟାଶିତ ଏ ପତ୍ର ଥିଲା ତା’ ଜୀବନରେ ଏକ ନୂତନ ଅଧ୍ୟାୟର ସୂଚନା । ଯେତେବେଳେ ଶିଳ୍ପା ଜୀବନର ଦୋଛକିରେ…

ଅଧିକ ପଢ଼ନ୍ତୁ
Odia Poem Premare Bandha Sara Jagata (ପ୍ରେମରେ ବନ୍ଧା ସାରା ଜଗତ) by Sudhanshu Shekhar Diwedi

ପ୍ରେମରେ ବନ୍ଧା ସାରା ଜଗତ

(ଲକଡାଉନରେ ଘଟିଥିବା ଏକ ସତ କାହାଣୀ) ଲକଡ଼ାଉନରେ ଗୋଟେ ସମାଜ ସହାୟକ ଗୋଷ୍ଠୀ ଗତ କେତେଦିନ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଦ୍ୟ ବିତରଣ କରୁଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରତିଦିନ ଗୋଟେ କୁକୁର ଆସି ଯେକୌଣସି ଲୋକ ହାତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦଉଡ଼ି ପଳାଏ । ଏଭଳି ପରିସ୍ଥିତି ଦେଖି ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ ଚିନ୍ତାରେ ପଡ଼ିଲେ । କିଛି ଉପାୟ ନପାଇ ଦିନେ ସେମାନେ ଜଣେ ପୋଲିସ କର୍ମଚାରୀଙ୍କୁ ଡିୟୁଟିରେ ଲଗାଇଲେ । ପ୍ରାୟଃ…

ଅଧିକ ପଢ଼ନ୍ତୁ
Odia Poem Tume (ତୁମେ) by Basanta Kumar Pradhan

ତୁମେ

ତୁମେ ତ ମୋହର ପ୍ରେମ ପୁଣ୍ୟତୋୟା ମୁଁ ତହିଁରେ ଅବଗାହି ତୁମେ ତ ମୋହର ପୁଣ୍ୟ ତୀର୍ଥଟିଏ ଦିଏ ମୁଁ ପାପ ଛଡ଼ାଇ । ତୁମେ ତ ମୋହର ଜୀବନ ସଙ୍ଗୀତ ମୁଁ ଅଟେ ତା’ର ମୂର୍ଚ୍ଛନା, ତୁମେ ତ ମୋହର ଅଟ ଆରାଧନା ମୁଁ ଅଟେ ତୁମ ସାଧନା । ତୁମେ କଳ୍ପନାର ମୋ ନୀଳ ନାୟନା ମୁଁ ତୁମ ରାଜକୁମାର, ପାହାନ୍ତି ନିଦରେ ଆସିପାର ତୁମେ ଶୁଣେ ମୁଁ ପାଦ ନୂପୁର । ମନର ମୟୂରୀ ତୁମେ ଅଟ…

ଅଧିକ ପଢ଼ନ୍ତୁ
Odia Poem Jibana Nataka (ଜୀବନ ନାଟକ) by Tukuna Sahu

ଜୀବନ ନାଟକ

କେତେବେଳେ ଶେଷ ହେବ କାହା ଅଙ୍କ ନଥିବ ଜମାରୁ ଜଣା ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ ଯାତ୍ରାର ଶେଷ ପାଉଣା । ଜିଣିବାକୁ ହେବ ଦର୍ଶକ ହୃଦୟ ଢାଳିବାକୁ ହେବ ଲୁହ ଲୁଚେଇ ନିଜର ହୃଦୟ ଯନ୍ତ୍ରଣା ଭୁଲି ଯାଇ ଲୋଭ ମୋହ । ବାସଲ୍ୟ ଚରିତ୍ର ନୁହଁଇ ସହଜ ଯଉବନ ଭାରି କଷ୍ଟ ବୃଦ୍ଧ ଚରିତ୍ରରେ ଉପନୀତ ହେଲେ ହୋଇବାକୁ ପଡ଼େ ଶିଷ୍ଟ । ବଢ଼ି ବଢ଼ି ଚାଲେ ରାତ୍ରିର ଆୟୁଷ ପଡ଼େ ନାହିଁ କିଛି ଜଣା ଶେଷ ଦୃଶ୍ୟ…

ଅଧିକ ପଢ଼ନ୍ତୁ
Odia Story Bhinna Eka Sabitri (ଭିନ୍ନ ଏକ ସାବିତ୍ରୀ) by Arabinda Kumar Gupta

ଭିନ୍ନ ଏକ ସାବିତ୍ରୀ

ଚାରିମାସ ପୁର୍ବରୁ ସତିଆ ତେଲେଙ୍ଗାନାକୁ ଦାଦନ ଖଟି ଆସିଥିଲା କୋରୋନାର ପ୍ରଥମ ଲହରୀ ପରେ ପରେ, ଝାଟିମାଟି କୁଡ଼ିଆ ଘରେ ବୃଦ୍ଧ ମାଆବାପା, ଦୁଇ ଛୁଆ ଓ ସାବିକୁ ଛାଡ଼ି । କଣ୍ଟ ଥିଲା ସାବିତ୍ରୀ ବ୍ରତକୁ ଆସିବ ବୋଲି, ରାସନ୍ ଚାଉଳ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବ୍ୟବସ୍ଥା କରି ବିଦାୟ ନେଇ । ଏପଟେ ସାବି ପରିବାରର ଅନ୍ୟ ଯାବତୀୟ ଖର୍ଚ୍ଚ ଭରଣା ପାଇଁ ପାଖ ପଡ଼ିଶାଘରେ ପାଇଟିକରି ସୁଖଦୁଃଖରକରି ଚଳେଇ ନେଉଥାଏ । “ଆରେ ସତିଆ ! ତୋ’…

ଅଧିକ ପଢ଼ନ୍ତୁ