Odia Poem Khojuchhi Mun Nijaku (ଖୋଜୁଛି ମୁଁ ନିଜକୁ) by Binay Kumar Das

ଖୋଜୁଛି ମୁଁ ନିଜକୁ

ଦୁନିଆ ଭିଡ଼ରେ ହଜି ଯାଇଥିଲି ଏବେ ମୁଁ ନିଜକୁ ଖୋଜୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୦। ଯିଏ କହୁଥିଲା ଦେବରେ ଆନନ୍ଦ ସିଏ ନେଲା ସବୁ ଛଡ଼େଇ ନିଃସ୍ୱ କରି ମୋତେ ଦୁନିଆ ହାଟର ମଝିଦାଣ୍ଡେ ଦେଲା ଗଡ଼େଇ ପରାଜିତ ଏକ ସୈନିକ ପରି ମୁଁ ବଞ୍ଚିବା ପାଇଁକି ଯୁଝୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୧। ଭଲପାଇବାଟା ସ୍ୱର୍ଗୀୟ ବିଭବ ଯିଏ କହିଥିଲା କାନରେ ପ୍ରତାରଣା…

ଅଧିକ ପଢ଼ନ୍ତୁ
Odia Article on Prabhu Jagannatha nka sola kala (ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା) by Madhusmita Mohapatra

ପ୍ରଭୁ ଜଗନ୍ନାଥଙ୍କ ଷୋଳକଳା

ପ୍ରଥମ କଳା – ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା । ଦ୍ୱିତୀୟ କଳା – ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା । ତୃତୀୟ କଳା – ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା । ଚତୁର୍ଥ କଳା – ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା । ପଞ୍ଚମ କଳା – ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ…

ଅଧିକ ପଢ଼ନ୍ତୁ
Odia Poem Kalankita Kaliyuga (କଳଙ୍କିତ କଳିଯୁଗ) by Rudra Narayan Panigrahi

କଳଙ୍କିତ କଳିଯୁଗ

କଳିରୁ ହିଁ ସୃଷ୍ଟି ଯୁଗ ତାଟ ଏହି ନାଁ ପୁଣି କଳିଯୁଗ । କଳଙ୍କିତ ହୋଇ ଚାଲିଥାଏ ସଦା ଧର୍ମର ଘୋର ଅଭାବ ॥ ଜୀବଙ୍କ ଭିତରେ ସର୍ବଶ୍ରେଷ୍ଠ ବୋଲି ମାନବ ଜାତିଟା ମହାନ । କଦର୍ଯ୍ୟ ପ୍ରକୃତି କଳୁଷିତ ମନ ନିଜକୁ କରୁଛି ହୀନ ॥ ବିପଦେ ପଡ଼ିଲେ ସଚେତନ ହେବା ଅଟେ ଆଜିର ନୀତି । କାମ ସରିଗଲେ ଭୁଲି ଯିବାଟା ତ ଏହି ମଣିଷର ପ୍ରକୃତି ॥ ଅଭାବ ପଡ଼ିଲେ ଈଶ୍ୱର ପ୍ରାର୍ଥନା ଭାବରେ ମଦ ଦୋକାନ ।…

ଅଧିକ ପଢ଼ନ୍ତୁ
Odia Story Parents Day (ପ୍ୟାରେଣ୍ଟସ୍ ଡେ) by Krishan Sau

ପ୍ୟାରେଣ୍ଟସ୍ ଡେ

“ମରି ଯଆନ୍ତୁ, ମରିଗେଲ କିଛିବି ଅସୁବିଧା ହେବନାହିଁ” ଏହି କଥା ପଦକ ଶୁଣିଥିଲି ସେହି “ପ୍ୟାରେଣ୍ଟସ୍ ଡେ” ଦିନ ସାହୁ ବାବୁଙ୍କ ମୁଁହରୁ । ସାହୁ ବାବୁ ହେଉଛନ୍ତି କଟକର ରାଣୀହାଟର ବାସିନ୍ଦା । ପେଶାରେ ଜଣେ ଗାଡ଼ି ଚାଳକ । ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅଝିଅ ତିନିଜଣ ଓ ବୃଦ୍ଧ ବାପା । ଆଉ ଏକ ସଦସ୍ୟ ମଧ୍ୟ ଅଛି, ସେ ହେଉଛି ତାଙ୍କ ମିଟୁ । ପିଲାମାନଙ୍କ ଖାଇବାପିଇବା ସହ ମିଟୁର ଖାଇବାପିଇବା ଉପରେ ସେ ବେସ୍ ଧ୍ୟାନ ଦେଉଥିେଲ ।…

ଅଧିକ ପଢ଼ନ୍ତୁ
Odia Poem Ethara Rajare Mauja Nahin (ଏଥର ରଜରେ ନାହିଁ ମଉଜ) by Samita Dash

ଏଥର ରଜରେ ନାହିଁ ମଉଜ

ଆସି ଗଲାରେ ଆସିଗଲା ରଜ ପରବ ଆସିଗଲା, କୋରୋନାର କରାଳ କାୟରେ, ମନରୁ ସରାଗ କମିଗଲା ॥ ମଉଳି ଯାଇଛି ରଜ ଖୁସି ଏଠି ଦେଖା ଯାଉଅଛି ଶ୍ରୀହୀନ, ଶୁଣା ଯିବ ନାହିଁ ରଜ ଗୀତ କୋରୋନା ପ୍ରଭାବେ ହୋଇଛି ଲୀନ ॥ ଦୋକାନ ବଜାର ସବୁ ବନ୍ଦ ଅଛି ଡ୍ରେସ୍ ପାଉନାହିଁ କୁଆଁରୀ ଝିଅ, ଏ କୋରୋନା କାଳରେ ରଜରେ ନାହିଁ ମଉଜ କେମିତି ପାଳିବୁ କୁହ ॥ ମନ ଊଣା କରି ଟିକି ଝିଅଟି…

ଅଧିକ ପଢ଼ନ୍ତୁ