ମାଗୁଣି ଏତିକି
କେମିତି ଗୋଟେ ଅଜବ ଡର ମନକୁ ଘାରୁଛି ବେଳେବେଳେ କେତେବେଳେ ଭାରି ହାଲୁକା ଲାଗୁଛି କରୋନା ଆଉ ଫେରିବନି ଇଟାଲୀ, ଫ୍ରାନ୍ସ୍, ଆମେରିକା, ଚୀନ ପରି ମୋ ଭାରତରେ ଯେଉଁଠି ସାରଥି ସ୍ଵୟଂ କୃଷ୍ଣ, ଜଗନ୍ନାଥ, କାଶୀ, ବଦ୍ରିନାଥ ସେଠି କ’ଣ କେବେ ହାରିବ ଭାରତ? ଯେଉଁଠି ସଂସ୍କୃତି ଗୀତା ଭାଗବତ ବାପା ଛତ୍ରଛାୟା ମା’ର ପଣତ କାନି ସେଠି ସବୁ ଆସି ହେବେ ପରାହତ କଳା ପାହାଡ଼ବି କେତେ ମାତିଥିଲା କେତେ ଆଶା ବାନ୍ଧି ସିକନ୍ଦର…

