Odia Story Parents Day (ପ୍ୟାରେଣ୍ଟସ୍ ଡେ) by Krishan Sau

ପ୍ୟାରେଣ୍ଟସ୍ ଡେ

“ମରି ଯଆନ୍ତୁ, ମରିଗେଲ କିଛିବି ଅସୁବିଧା ହେବନାହିଁ” ଏହି କଥା ପଦକ ଶୁଣିଥିଲି ସେହି “ପ୍ୟାରେଣ୍ଟସ୍ ଡେ” ଦିନ ସାହୁ ବାବୁଙ୍କ ମୁଁହରୁ । ସାହୁ ବାବୁ ହେଉଛନ୍ତି କଟକର ରାଣୀହାଟର ବାସିନ୍ଦା । ପେଶାରେ ଜଣେ ଗାଡ଼ି ଚାଳକ । ପରିବାର କହିଲେ ତାଙ୍କ ସ୍ତ୍ରୀ, ପୁଅଝିଅ ତିନିଜଣ ଓ ବୃଦ୍ଧ ବାପା । ଆଉ ଏକ ସଦସ୍ୟ ମଧ୍ୟ ଅଛି, ସେ ହେଉଛି ତାଙ୍କ ମିଟୁ । ପିଲାମାନଙ୍କ ଖାଇବାପିଇବା ସହ ମିଟୁର ଖାଇବାପିଇବା ଉପରେ ସେ ବେସ୍ ଧ୍ୟାନ ଦେଉଥିେଲ ।…

ଅଧିକ ପଢ଼ନ୍ତୁ
Odia Poem Ethara Rajare Mauja Nahin (ଏଥର ରଜରେ ନାହିଁ ମଉଜ) by Samita Dash

ଏଥର ରଜରେ ନାହିଁ ମଉଜ

ଆସି ଗଲାରେ ଆସିଗଲା ରଜ ପରବ ଆସିଗଲା, କୋରୋନାର କରାଳ କାୟରେ, ମନରୁ ସରାଗ କମିଗଲା ॥ ମଉଳି ଯାଇଛି ରଜ ଖୁସି ଏଠି ଦେଖା ଯାଉଅଛି ଶ୍ରୀହୀନ, ଶୁଣା ଯିବ ନାହିଁ ରଜ ଗୀତ କୋରୋନା ପ୍ରଭାବେ ହୋଇଛି ଲୀନ ॥ ଦୋକାନ ବଜାର ସବୁ ବନ୍ଦ ଅଛି ଡ୍ରେସ୍ ପାଉନାହିଁ କୁଆଁରୀ ଝିଅ, ଏ କୋରୋନା କାଳରେ ରଜରେ ନାହିଁ ମଉଜ କେମିତି ପାଳିବୁ କୁହ ॥ ମନ ଊଣା କରି ଟିକି ଝିଅଟି…

ଅଧିକ ପଢ଼ନ୍ତୁ
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର ପୋଷାକରେ ଯେଉଁ ଆଇନା ଖଞ୍ଜା ହୋଇଛି ସେଥିରେ…

ଅଧିକ ପଢ଼ନ୍ତୁ
Odia Poem Aji bi se mana rakhichi (ଆଜି ବି ସେ ମନେରଖିଛି) by Rudranarayan Khatua

ଆଜି ବି ସେ ମନେରଖିଛି

ଅଜସ୍ର ସ୍ୱପ୍ନକୁ ଦିନେ ବୁଣିଥିଲା ବୋଲି ଖୁସିରେ ତା’ ଦିନ ଆଜି ବିତୁଛି ଆଖିର ଲୁହକୁ ଢାଳିଥିଲା ବୋଲି ଭାତ ମୁଠେରେ ତା’ ପେଟ ପୂରୁଛି ॥ ପାଠ ବେଶୀ ନପଡ଼ି ବି ସେ ବେଦ ପୁରାଣକୁ ଭଲ ବୁଝିଛି କାହୁଁ ବଡ଼ ବଡ଼ ଲୋକ ତା’ ପାଖେ ଆଜି ହାର ମାନିଛି ॥ ଘରେ କିଛି ନଥାଇ ବି ସେ ଅତିଥି ସତ୍କାର ଭଲକି ଜାଣିଛି ସବୁକିଛି ଆମ ପାଶେ ଥାଇକି ବି ଅତିଥି ସତ୍କାର…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Rajesh Rath

ସ୍ୱପ୍ନ

ସ୍ୱପ୍ନ ଯାହା କିଛିକ୍ଷଣ ଅଟକାଇ ଦିଏ ନିଦ୍ରାର ସ୍ଥିତିକୁ, ସ୍ୱପ୍ନ ଯାହା ପୁଣି ଜାଗୃତ କରେ ଅକିଞ୍ଚନ ପରିଦୃଷ୍ଟିକୁ, ସୃଷ୍ଟି କରେ ଏକ ଉନ୍ମାଦ ଓଜସ୍ଵିନୀତାର ନିର୍ଣ୍ଣାୟକ ପାରିଚର୍ଯ୍ୟାର ଭାବଧାରାକୁ । ସ୍ୱପ୍ନ ଯାହା ଆନ୍ଦୋଳିତ କରେ ବିରହ ବ୍ୟର୍ଥାନାର ସମ୍ମୋହିନକୁ, ସ୍ୱପ୍ନ ଯାହା ପୁନଶ୍ଚ ଆବିର୍ଭାବ କରେ ପ୍ରସନ୍ନ ତା’ର ପ୍ରିୟଦର୍ଶୀକୁ, ସ୍ୱପ୍ନ ଯେ କେତେବେଳେ କାଦମ୍ୱିନୀର ସ୍ମୃତିପତ୍ରକୁ ସାଉଁଟିଥାଏ, ତ କେତେବେଳେ ବସନ୍ତର ପତ୍ରଝଡ଼ାରେ ଆତ୍ମୀୟଙ୍କ ବିଲୀନ ହେବାର କୋହ ଭରିଦିଏ, କେତେବେଳେ ଯେ ଗର୍ଭଜାତ…

ଅଧିକ ପଢ଼ନ୍ତୁ