Read more about the article ଶ୍ରମିକ
Odia Poem Shramika (ଶ୍ରମିକ) by Tukuna Sahu

ଶ୍ରମିକ

ଧନ୍ୟସେ ଜୀବନ ନିତ୍ୟ ଶ୍ରମଦାନେ ଅରଜଇ କୋଟି ପୁଣ୍ୟ ତଥାପି ଦୁନିଆଁ ଲାଞ୍ଛନା ଦିଅଇ ଭାବଇ ତାକୁ ନଗଣ୍ୟ । ଗଡ଼ିଉଠେ କେତେ ସୁରମ୍ୟ ପ୍ରାସାଦ କେତେ ପୁଣି ଅଟ୍ଟାଳିକା କଳକାରଖାନା ବନ୍ଦର ସହିତ ଶ୍ରମିକର ଶ୍ରମ ଯୋଖା । ପୁଷ୍କରଣୀ…

Continue Readingଶ୍ରମିକ
Read more about the article ଦୁହିତା
Odia Poem Duhita (ଦୁହିତା) by Tukuna Sahu

ଦୁହିତା

ସିନ୍ଦୂର ଦିଅଇ ନୂତନ ଠିକଣା ଆପଣାଙ୍କୁ କରେ ପର, ବାପା ଭାଇ ପୁଣି କୁଣିଆ ହୁଅନ୍ତି ଗଲେ ଝିଅ ଶାଶୁଘର । ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା ନିତି ହୁଏ ଦହଗଞ୍ଜ, ସଭିଙ୍କ ମନକୁ ଖୁସି କରିବାରେ ବିତେ ସକାଳରୁ ସଞ୍ଜ…

Continue Readingଦୁହିତା
Read more about the article ଜୀବନ ନାଟକ
Odia Poem Jibana Nataka (ଜୀବନ ନାଟକ) by Tukuna Sahu

ଜୀବନ ନାଟକ

କେତେବେଳେ ଶେଷ ହେବ କାହା ଅଙ୍କ ନଥିବ ଜମାରୁ ଜଣା ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ ଯାତ୍ରାର ଶେଷ ପାଉଣା । ଜିଣିବାକୁ ହେବ ଦର୍ଶକ ହୃଦୟ ଢାଳିବାକୁ ହେବ ଲୁହ ଲୁଚେଇ ନିଜର ହୃଦୟ ଯନ୍ତ୍ରଣା ଭୁଲି ଯାଇ ଲୋଭ…

Continue Readingଜୀବନ ନାଟକ
Read more about the article ମିଳେ ନାହିଁ ଆତ୍ମା ସୁଖ
ମିଳେ ନାହିଁ ଆତ୍ମା ସୁଖ

ମିଳେ ନାହିଁ ଆତ୍ମା ସୁଖ

ଲୋଭମାୟା ପୂର୍ଣ୍ଣ ପାର୍ଥିବ ଶରୀର ଖୋଜେନି ଆତ୍ମାର ସୁଖ ସଂସାର ଜଞ୍ଜାଳେ ଅଥୟ ଅସ୍ଥିର ଭୋଗ କରେ ଯେତେ ଦୁଃଖ । ଭଜନ କୀର୍ତ୍ତନ ହୋଇଯାଏ ସ୍ୱପ୍ନ ମୈଥୁନ ଆସକ୍ତି ମନେ ଅର୍ଥର ଲାଳସା କ୍ଷମତାର ଆଶା ବସଇ ହୃଦୟ ସ୍ଥାନେ…

Continue Readingମିଳେ ନାହିଁ ଆତ୍ମା ସୁଖ