
ଅପୂର୍ଣ୍ଣରେ ପୂର୍ଣ୍ଣ
ପଳାସ ଫୁଲକୁ ସୁନ୍ଦରତା ଦେଲା ବାସ ଟିକେ ଦେଲା ନାହିଁ କିଆ କେତକୀର ବାସ ଚହଟିଲା କଣ୍ଟା ତ’ ଦେହରେ ଛାଇ । କୋକିଳ କଣ୍ଠରେ ସୁମଧୁର ସ୍ୱର ରୂପ ଟିକେ ଦେଲା ନାହିଁ ମୟୂର ରୂପରେ ରୂପସୀ ହୋଇଲା ମନ ବୋଲି କିଛି ନାହିଁ । ମଣିଷ ଜ୍ଞାନରେ ଜଗତ ଜିଣିଲା ସନ୍ତୋଷ ମିଳିଲା ନାହିଁ । ସାଧୁ ତପ କରି ସନ୍ତୋଷ ଲଭିଲା ସଂସାର ମିଳିଲା ନାହିଁ । ଯେମିତି ବି ଅଛ ଯାହା…