ଯେ ଯାହା କହଂତୁ
ଯେ ଯାହା କହଂତୁ ପାରିଲେ ସହି ସଂସାରରେ ସୁଖେ ପାରିବା ରହି ବୃଥା ବିବାଦରେ ସାରିଲେ ବେଳ କରିଲେ କାମ ବି ମିଳେନି ଫଳ ସମୟ କରେନି କେବେ ପ୍ରତୀକ୍ଷା ଯେତେ ମିଳେ ତାହା କରିଲେ ରକ୍ଷା ମଣିଷଟେ କରି ବିବିଧ କାମ ସୁଖ ଓ ଶାଂତିରେ ପାଏ ବିଶ୍ରାମ କାମର ବଇରି ତୁଂଡର କଥା ଏତିକି ବୁଝିଲେ ଘୂରେନି ମଥା ବ୍ୟକ୍ତିକୁ ମିଳଇ ବୌଦ୍ଧିକ ଶକ୍ତି ବଢ଼ିଚାଲେ ଆପେ କର୍ମ ଆସକ୍ତି କଥା ତ ଅଳ୍ପାୟୁ,…

