Odia Poem Dura Heba Durabastha (ଦୂର ହେବ ଦୁରବସ୍ଥା) by Prafulla Kumar Tripathy

ଦୂର ହେବ ଦୁରବସ୍ଥା

ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ ଦରକାରୀ ନୁହେଁ ଏତେ ଭଜନ, କୀର୍ତନ ଏକାଗ୍ର ହୋଇ କାମରେ ଲଗାଇବି ମନ ମିଳିଯିବ ସମସ୍ୟାର ବହୁ ସମାଧାନ ଏତେ ବେଶି କହି ତାଂକୁ କଲେ ହଇରାଣ ସତେ କି କରିପାରିବି କର୍ତବ୍ୟ ପାଳନ? ନିଜକୁ ପଚାରେଁ ପ୍ରଶ୍ନ ନିଜେ ପ୍ରତିଦିନ ଉତ୍ତର ମିଳୁ ନ ମିଳୁ, ଘାଂଟୁଥିଲେ ମନ ସକ୍ରିୟ, କର୍ମଠ ହୋଇ ବିତାଏଁ ଜୀବନ ଭବିଷ୍ୟତ ଚିଂତା କରି ଏଠି…

ଅଧିକ ପଢ଼ନ୍ତୁ
Odia Poem Sesha Niswas (ଶେଷ ନିଶ୍ୱାସ) by Deepankar Panda

ଶେଷ ନିଶ୍ୱାସ

ସିନ୍ଦୂରା ଫାଟିନି ସୁରୁଜ ଉଇଁନି ଚଣ୍ଡାଳ ପୁଙ୍ଗାଟା ବାଜି ଉଠିଲାଣି ଶୀତୁଆ ସକାଳ ନିଦଟି ଭାଙ୍ଗୁନି ନାହିଁ ଅନ୍ୟ ଗତି କାମ ଡାକିଲାଣି । ଆଜି ରହିଯାଅ କହିଲା ଭାରିଜା କାହିଁକି କେଜାଣି ମନଟା ଅବୁଝା ବେଳ ଗଡ଼ିଲାଣି ଥାଉ ସାଜସଜା ଗାଡ଼ି ଧରିବାକୁ ହେବ ଛକାପଞ୍ଝା । ମୁଠାଏ ଭୁଜାକୁ ପାଟିରେ ପକେଇ ବାହାରିଲା ଘରୁ ତରତର ହେଇ ସମୟ ହେଉଣୁ ହୁଟର ବାଜଇ ଭିତରେ ପଶିଲା ଲିଫ୍ଟରେ ଓହ୍ଲେଇ । କିଟିମିଟି ଘନ ଅନ୍ଧାର ଗୁମ୍ଫାରେ ମାଡ଼ି ଚାଲିଥାନ୍ତି…

ଅଧିକ ପଢ଼ନ୍ତୁ
Maa Gadachandi Pitha, Keonjhar (ମା’ ଗଡ଼ଚଣ୍ଡୀ ପୀଠ, କେନ୍ଦୁଝର)

ମା’ ଗଡ଼ଚଣ୍ଡୀ ପୀଠ

ମାଘ ମାସ ସଂକ୍ରାନ୍ତି ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ଦେବୀପୀଠ; ମାଆ ଗଡ଼ଚଣ୍ଡୀ ପୀଠ (Gadachandi Pitha), ଯାହାକି ୧୯୯୮ ମସିହାରେ (ମନ୍ଦିର ପରିସରରେ ଥିବା ଫଳରେ ଉଲ୍ଲେଖ ଅଛି) ପର୍ଯ୍ୟଟନର ମାନ୍ୟତା ପାଇଥିଲା ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ତରଫରୁ । ମକର ସଂକ୍ରାନ୍ତି ଦିନଠାରୁ ତିନିଦିନ ଧରି ସେଠାରେ ଆୟୋଜନ କରାଯାଇଥାଏ ଏକ ଶାନ୍ତିଯଜ୍ଞ, ଯେଉଁଠାରେ ଶତାଧିକ ଲୋକଙ୍କର ସମାଗମ ହୋଇଥାଏ । ଏକ ଛୋଟ ମେଳା ବସେ, ଅନେକ…

ଅଧିକ ପଢ଼ନ୍ତୁ
Odia Story Badalichhi Mo Gaon Swara (ବଦଳିଛି ମୋ ଗାଁ'ର ସ୍ୱର) by Manas Ranjan Nayak

ବଦଳିଛି ମୋ ଗାଁ’ର ସ୍ୱର

ଜନ୍ମର ଚାରି ଦଶନ୍ଧି ଆଜି ଅତୀତ ସତ, ହେଲେ ବିସ୍ମୃତ ନୁହେଁ ଅଜୟର ମାନସପଟରୁ । ନିଜ ମାତୃଗର୍ଭରୁ ନିସୃତ ହୋଇ ପ୍ରଥମ ଥର ପାଇଁ ଧରଣୀ ମା’ର କୋଳରେ ଯେଉଁଠି ପାଦ ଥାପିଥିଲା ସେ ଦିନେ, ସେଇ ତା’ର ଗାଁ; କ୍ରମବିକାଶର ସୋପାନ ପରେ ସୋପାନ ଡେଇଁ ଆଜି ସଭ୍ୟତାର ପ୍ରଗତିଶୀଳ ରାଜରାସ୍ତାରେ ଚଳଚଞ୍ଚଳ । ବିବର୍ତ୍ତନଶୀଳ ଦୁନିଆରେ ସ୍ଥୂଳ ପରିବର୍ତ୍ତନ ଅନେକ, ହେଲେ ସୁକ୍ଷ୍ମ ଚେତନାର ପରିବର୍ତ୍ତନର ଧାରା ବେଶ୍ କ୍ଷୀଣ ପ୍ରତିତହୁଏ ଆମର ଏହି ମାନବୀୟ…

ଅଧିକ ପଢ଼ନ୍ତୁ
Odia Poem Mo Gaan Nai (ମୋ ଗାଁ ନଈ) by Sanatan Das

ମୋ ଗାଁ ନଈ

ମୋ ଗାଁ ନଈ ତୁମ ଗାଁ ଛୁଇଁ ବହିଯାଏ ଗୀତ ଗାଇ, କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ ତୁମକୁ ଦେଇ ଅନାଇ..!! ତୁମ ପାଦ ସ୍ପର୍ଶ ନଈର ପାଣିରେ ଲହରୀତ ଯେବେ ହୁଏ, ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ ମନକୁ ମୋ ଛୁଇଁଯାଏ..!! ମୋ ଗାଁର ସେଇ ହଂସୁଆ ନଈର ସୌନ୍ଦର୍ଯ୍ୟର ନାହିଁ ତୁଳନା, ଅଭିମାନୀ ଭାରି ଆମ ଗାଆଁ ନଈ ସତେକି ଷୋଡ଼ଶୀ ଲଳନା..!! ହୃଦୟରେ ତାର ସାଇତା ରହିଛି ଅତୀତର ସବୁ…

ଅଧିକ ପଢ଼ନ୍ତୁ