Read more about the article ୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି
୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

ମହାପ୍ରଭୁଙ୍କ ରହସ୍ୟମୟ ପାତାଳି ସମୟ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଅଟେ । ଉତ୍କଳ ଇତିହାସରେ ଘଟିଥିବା ଏହି ଘଟଣା-ଗ୍ରନ୍ଥି ଖୋଲିବା ନିମନ୍ତେ ଉଲ୍ଲେଖିତ ୧୪୪ ବର୍ଷର ସମୟ ନିରୂପଣ କଲା ବେଳେ ତତ୍କାଳୀନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ…

Continue Reading୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି
Read more about the article ରସୋ ବୈ ସଃ
Odia Story Raso Bai Sah (ରସୋ ବୈ ସଃ) by Pramod Kumar Panda

ରସୋ ବୈ ସଃ

(୧) ଧୂସର ଅପରାହ୍ନର ବିଦଗ୍ଧ ବାତାୟନ ମାଧ୍ୟମରେ କୋଠରୀ ଭିତରେ ପଶି ଆସୁଥିବା ଜୀବନ୍ତ ସୂର୍ଯ୍ୟରଶ୍ମି କଣିକାସମୂହର ସରଳରେଖାକୁ ନିରୀକ୍ଷଣ ବେଳେ ସ୍ମୃତି ପଟଳରେ ଭାସମାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ମନରେ ଘର କରି ରହି ଯାଇଥିବା ବଡ଼ନାନୀ ସରସ୍ୱତୀଙ୍କ ଚେହେରା ପ୍ରତିଫଳିତ…

Continue Readingରସୋ ବୈ ସଃ
Read more about the article ଫଣା
ଫଣା

ଫଣା

(୧) ପ୍ରଚଣ୍ଡ ବେଗରେ ସୁଁ ସୁଁ ଶବ୍ଦରେ ପବନ ବହୁଥିଲା । କାହାର ଛାତ-ଛପରର ଟିଣଟିଏ ବାହାରେ ଉଡ଼ି ଯାଉଥିବାର ଭୟଙ୍କର ଦୃଶ୍ୟ ଦେଖି ସନାତନ ନିଜ ପାଖ ଆଖରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଖୋଜିଲେ । କୁଆଡ଼େ ସେ ଦେଖା…

Continue Readingଫଣା
Read more about the article ଶ୍ରୀରାଧା
ଶ୍ରୀରାଧା

ଶ୍ରୀରାଧା

ପ୍ରସ୍ତାବନା ଦିନାଙ୍କ ୪-୧୨-୨୦୧୮ରେ ଟୁଇଟରରେ ନବଗୁଞ୍ଜର (୧) (ଯାହା ବିଷୟରେ କେବଳ ସାରଳା ଦାସଙ୍କ ମହାଭାରତରେ ହିଁ ଉଲ୍ଲେଖ ଅଛି) ବିଷୟରେ ଆଲୋଚନା ବେଳେ ବନ୍ଧୁ ଆଶୀଷ କୁମାର ନାୟକ (@ashishkumar_tw) ତାଙ୍କ ସ୍ୱ-ଧଳାପଟାରେ ଲିଖିତ ଓଁ-କାର ଲିପିର ଉଦ୍ଗମସ୍ଥଳ ଓଡ଼ିଶା…

Continue Readingଶ୍ରୀରାଧା
Read more about the article ଆଦିକନ୍ଦ-ମାଧବ
Art by: Bijay Biswal

ଆଦିକନ୍ଦ-ମାଧବ

ହେ ଆଦିକନ୍ଦ ! ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇ ଯାଏ । ସମ୍ବନ୍ଧର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ…

Continue Readingଆଦିକନ୍ଦ-ମାଧବ