ମୋ ଗାଁ ନଈ
ମୋ ଗାଁ ନଈ ତୁମ ଗାଁ ଛୁଇଁ ବହିଯାଏ ଗୀତ ଗାଇ, କୁଳୁ କୁଳୁ ନାଦେ ସଙ୍ଗୀତ ସୁରରେ ତୁମକୁ ଦେଇ ଅନାଇ..!! ତୁମ ପାଦ ସ୍ପର୍ଶ ନଈର ପାଣିରେ ଲହରୀତ ଯେବେ ହୁଏ, ତରଙ୍ଗାୟିତ ହୋଇ ସେଇ ପାଦ ଛୁଆଁ ମନକୁ ମୋ ଛୁଇଁଯାଏ..!! ମୋ ଗାଁର ସେଇ ହଂସୁଆ ନଈର ସୌନ୍ଦର୍ଯ୍ୟର ନାହିଁ ତୁଳନା, ଅଭିମାନୀ ଭାରି ଆମ ଗାଆଁ ନଈ ସତେକି ଷୋଡ଼ଶୀ ଲଳନା..!! ହୃଦୟରେ ତାର ସାଇତା ରହିଛି ଅତୀତର ସବୁ…

