Odia Bhajan Charane Ashrita (ଚରଣେ ଆଶ୍ରିତ) by Ashutosh Meher

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ ଆହେ ମହାବାହୁ ବାହୁ ତଳେ ତୁମ ରଖ ସେଇ ବଟବୃକ୍ଷ ଛାଇ ମହାସୁଖ ହରି ନିଏ ସବୁ ଦୁଃଖ ॥୦॥ ଅରୁଣ ସ୍ତମ୍ଭରେ ହାତ ଯୋଡ଼ି ଠିଆ ତୁମ ଦରଶନ ମନା ଦୂରୁଁ ନୀଳଚକ୍ର ଏକ ମାତ୍ର ଆଶା ପତିତପାବନ ବାନା କହ କଳାମୁଖ କେତେ ଦିନ ଆଉ ସମ୍ଭାଳି ରହିବୁ କୋହ… ॥୧॥ ଅବଢ଼ା ହୋଇଲା ମନା ଆମ ପାଇଁ କେଉଁ ଜନମର ପାପ କେତେ ଦିନ ଆଉ ଲୁହ ଢାଳୁଥିବୁ ସହି…

ଅଧିକ ପଢ଼ନ୍ତୁ
Odia Poem Shadhi (ଶାଢ଼ୀ) by Rabindra Panda

ଶାଢ଼ୀ

ଅସରନ୍ତି ସ୍ନେହ ଅକୁହା ଆବେଗ ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ ସ୍ମୃତିର ଏକ କ୍ୟାନଭାସ ଶାଢ଼ୀ ମେଞ୍ଚା ମେଞ୍ଚା ସ୍ୱପ୍ନକୁ ଜାବୁଡ଼ି ରଖିଥିବା କେଇ ଖିଅ ସୂତାର କୁହୁକ ଦୁନିଆ ଶାଢ଼ୀ ଜୀବନର ନିଦାଘ ତାତି ସଂଘର୍ଷର ରୀତିମତ ଚାବୁକ ସହିବାର ଏକମାତ୍ର ଜାଗା ଶାଢ଼ୀ ସେ ମୋ ମାଆର ଚିରାଫଟା ସୂତାଶାଢ଼ୀ ! – ରବିନ୍ଦ୍ର ପଣ୍ଡା

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମାଆ) by Banasmita Behera

ମୋ ମାଆ

ଜୀବନରେ ଥରେ କେବଳ ଥରେ ହିଁ ସେ ହସିଥିଲା ଯେବେ ମୁଁ କାନ୍ଦିଥିଲି, ତା’ ପରେ ଯେବେ ବି ମୁଁ କାନ୍ଦିଛି ମୁହଁ ଲୁଚେଇ ସେ କାନ୍ଦିଛି । ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି ପୁଣି କାହିଁକି ଅଭିଯୋଗ କଲା ବୋଲି ମନେ ମନେ କେତେ ନିଜକୁ ଗାଳି ଦେଇଛି… ପାଠ ନ ପଢ଼ିଲେ ଦୁଷ୍ଟାମି ହେଲେ ଯଦି କେବେ ମୋ ଉପରେ ହାତ ଉଠେଇଛି କି ମାଡ଼ ମରିଛି… ତା’ ହେଲେ ଦିନ ସାରା…

ଅଧିକ ପଢ଼ନ୍ତୁ
Odia Poem Maa (ମା) by Karisma Behera

ମା’

ମା’ଲୋ ତୋ’ର ସେ ସ୍ନେହବୋଳା ହାତ ଯେବେ ତୁ ମୋ-ମଥାରେ ରଖିଦେଉ ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା । ମା’, ତୋ’ର ସେ ମଧୁବୋଳା କଥା ତୋ’ ମୁଖରୁ ପଦେ ଶୁଣିଦିଏ ଯେବେ ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା ଥାଏ ଆବଶ୍ୟକତା? ମା’, ତୋ ଓଠର ସେ ହସ ଟିକକ ଯେବେ ମୁଁ ଅବସାଦ କ୍ଷଣେ ଦେଖିଦିଏ ସବୁ ଅବଶୋଷ ମେଣ୍ଟିଯାଏ ମା’, ପାଏ ମୁଁ ପୂର୍ଣ୍ଣ-ତୃପ୍ତତା । ମା’, ତୁ କେମିତି ଖୋଜି ବୁଝିପାରୁ ମୋ…

ଅଧିକ ପଢ଼ନ୍ତୁ
Biography of Rajat Kumar Kar (ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର)

ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର (Rajat Kumar Kar) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ…

ଅଧିକ ପଢ଼ନ୍ତୁ