Odia Poem Bhaktanku Mana (ଭକ୍ତକୁ ମନା) by Biswa Ranjan Tripathy

ଭକ୍ତକୁ ମନା

ଭକତକୁ ଆଜି ଶିରିକ୍ଷେତ୍ର ମନା ମନା ପୁଣି ତୋର ବଡ଼ ଦାଣ୍ଡେ କ’ଣ ତୁହି କଲୁ, କି ମାୟା ରଚିଲୁ, ଭକ୍ତ କାନ୍ଦୁଥାନ୍ତି, ହାତ ରଖିଦେଇ ମୁଣ୍ଡେ ॥ ଗରୁଡ଼ ଆଗରେ ବେନି ଭୁଜ ଟେକି ସପନ ହୋଇଲା ତୋ’ର ଦର୍ଶନ କ’ଣ ତୁହି କଲୁ, କି ମାୟା ରଚିଲୁ ଦେଖିବାକୁ ଥରେ ବିକଳ ହୁଏ ଏ ମନ ॥ ଆନନ୍ଦ ବଜାରେ ଆନନ୍ଦ ସାଉଁଟା ଆଜି ତ ସଭିଙ୍କୁ ହୋଇଛି ମନା ହେ ପ୍ରଭୁ ତୁମ…

ଅଧିକ ପଢ଼ନ୍ତୁ
Odia Story Sakala (ସକାଳ) by Manas Ranjan Nayak

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

ଅଧିକ ପଢ଼ନ୍ତୁ
Odia Poem Mun Gariba Boli (ମୁଁ ଗରିବ ବୋଲି) by Md Hanif Shah

ମୁଁ ଗରିବ ବୋଲି

ଝାଟି ମାଟି ଦଦରା, ଦରଲିପା ଘରେ ଅସଂଖ୍ୟ ଟିପ ଚିହ୍ନ ଏକାଠି ଯେଉଁଠି ସେ ନୂଆଁଳିଆ ଘର ମୋ ଜନ୍ମ ମାଟି, ସେ ମୋ ରାଜମହଲ ଭାବେ ମୁଁ ଗରିବ ! ପ୍ରଥମଥର ପାଇଁ ବୋଉ କହୁଥିଲା ଆମେ ଗରିବ ଯେତେ ଅଳି ଅର୍ଦଳିର ସଂଜ୍ଞା ଆମ ପାଇଁ ଏଠି ଭିନ୍ନ, କିନ୍ତୁ ନିର୍ଭୁଲ୍ ଉତ୍ତର ଯେ ମୁଁ ଗରିବ ! ନୂତନ ଉତ୍ସାହ ଉଦ୍ଦୀପନା ରଙ୍ଗିନ୍ ସ୍ଵପ୍ନକୁ ଦେଖିବା ଛୁଇଁବା, ଅଧା ଓଠରେ ଭଙ୍ଗା ହସ ହସିବା ଆମକୁ…

ଅଧିକ ପଢ଼ନ୍ତୁ
Odia Poem Mote Laugchhi (ମୋତେ ଲାଗୁଛି) by Surya Prakash

ମୋତେ ଲାଗୁଛି…

ମୁଁ ହାରିଯିବାକୁ ବସିଛି । ଲାଗୁଚି ହାରିଗଲି ବୋଧେ ! ଟଣା ଓଟରା ଜୀବନରେ ଛନ୍ଦି ହେଇ ଅଣନିଶ୍ୱାସୀ ଲାଗୁଛି । ନାହିଁ କାହାର ସାହାରା । ସବୁଆଡ଼େ ଆଶାର ନଦୀ । ଯୋଉଠି କୂଳ ବୋଲି ଭାବୁଛି ସେଠି ଆଉ ଗୋଟେ ଦରିଆ । ବହୁତ ପହଁରିଚାଲିଛି । ଥକିଗଲା ଭଳି ଲାଗୁଛି । ସତରେ କ’ଣ ଏ ସ୍ରୋତରେ ମୁଁ ଭାସିଯିବି !! ଆଉ ଭାସିଯିବ ମୋ ସବୁତକ ସ୍ୱପ୍ନ, ଯେଉଁସବୁ ସାଉଁଟିଥିଲି ମୋ ଯୌବନର ପ୍ରଥମାଅର୍ଦ୍ଧରେ !? ମେଞ୍ଚା ମେଞ୍ଚା ଅନ୍ଧାରୁଆ ମୁହୂର୍ତ୍ତଗୁଡ଼ାକୁ ପଛରେ ଛାଡ଼ି ଦଉଡ଼ିବାକୁ…

ଅଧିକ ପଢ଼ନ୍ତୁ
Odia Poem Bisthapana Byatha (ବିସ୍ଥାପନ ବ୍ୟଥା) by Prabhat Mishra

ବିସ୍ଥାପନ ବ୍ୟଥା

ଚାଲି ଚାଲି ଆଜି ଥକିଲାଣି ପାଦ ମନ ତା’ ଚାଖିଛି କେତେ କଷ୍ଟ ସ୍ଵାଦ, ବିସ୍ଥାପନର ଏକି ଅପୂର୍ବ ଦରଦ ଅପୂର୍ବ ମଣିଷ ଏ ତ ଦୁଃଖର ଦାୟଦ । ମହାମାରୀ କବଳରେ ଆଜି ସର୍ବ ଜୀବ ଅପୂର୍ବ ସଙ୍କଟ ଫାଶରେ ଜଗତେ ସରବ, ବିସ୍ଥାପନ ଦୁଃଖ ଭାରେ ଦେଶର ଗରିବ ହାତେ ନାହିଁ ଚଳିବାକୁ ଆଉ ଯେ ଦରବ । ମହାମାରୀ ବାଧା ଆଜି ନାହିଁ ରୋଜଗାର ତେଣୁ ଫେରି ଆସେ ନିଜ ଭିଟା ମାଟି ଘର, ଚାଲି…

ଅଧିକ ପଢ଼ନ୍ତୁ