eid

ଇଦ୍

କୁହାଯାଏ କଟକ ହେଉଛି ଭାଇଚାରାର ସହର । ସମସ୍ତେ ସମସ୍ତଙ୍କୁ ଭାଇ ବୋଲି ସମ୍ବୋଧନ କରନ୍ତି । ଅସୁବିଧା ବେଳେ ଭାଇ ଡାକି ଦେଲେ ୪ ଲୋକ ଆସିକି ଛିଡ଼ା ହେଇଯିବେ । ହିନ୍ଦୁ ମୁସଲମାନ ବି ଭାଇ ଭାଇ ଭଳି ଚଳନ୍ତି । ଏଠି ଦଶହରା, କାଳୀପୂଜା, ଇଦ, ରମଜାନ ସମସ୍ତେ ଏକାଠି ମିଶିକି ପାଳନ କରନ୍ତି । କିଛି ବାଛ ବିଚାର ନଥାଏ । ଇଦ ହେଉଛି ମୁସଲମାନ ଭାଇମାନଙ୍କ ପାଇଁ ଏକ ବଡ଼…

ଅଧିକ ପଢ଼ନ୍ତୁ
pishacunira-atmagatha

ପିଶାଚୁଣୀର ଆତ୍ମଗାଥା

ସହରଠାରୁ ଚାଳିଶି କିଲୋମିଟର ଦୂରରେ ମଧୁପୁରର ଥାନାରେ ବସି, ଗୁନୁ ଅପେକ୍ଷା କରିଛି ଥାନା ଅଧିକାରୀ ବଂଶୀଧର ମହାନ୍ତିଙ୍କୁ । “ବାବୁ ଆଇବେ ନା ଆଜି?” ଗୁନୁ ପଚାରିଲା ଥାନା କନେଷ୍ଟବଳ ସାହୁବାବୁଙ୍କୁ । ହଁ ଅଭିପ୍ରାୟରେ ମୁଣ୍ଡ ଟୁଙ୍ଗାରିଦେଲେ ସାହୁବାବୁ । ପାଖାପାଖି ଛଅ ଘଣ୍ଟା ଯାଏଁ ଅପେକ୍ଷା କରିରହିଲା ଗୁନୁ । ଥାନା ଅଧିକାରୀ ମହାନ୍ତି ବାବୁ ଆସି ପହଞ୍ଚିଗଲେ, ଗୁନୁ ତାଙ୍କୁ ଦେଖୁ ଦେଖୁ ବଡ଼ ନମସ୍କାରଟେ ମାରିଦେଲା । ମହାନ୍ତି ବାବୁ…

ଅଧିକ ପଢ଼ନ୍ତୁ
pranaya-santaka

ପ୍ରଣୟ ସନ୍ତକ

ସବୁ ନାରୀ ମିଛିମିଛିକା ବାଲିଘର ଖେଳିବା ସମୟରୁ ହିଁ ସ୍ୱପ୍ନ ଦେଖନ୍ତି ସୁନାର ସଂସାରଟିଏ ଗଢ଼ିବାକୁ । ଯେଉଁଠି ଥିବ ଖାଲି ମନର ମଣିଷଟିଏ, ଆଉ ତା’ ଚାରିପାଖର ପରିବେଶ । ତାକୁ ହିଁ ନିଜର ସଂସାର ମାନିନେଇ ଜୀବନ କାଟିବାକୁ ପଣ କରିଥାଏ ତରୁଣୀଟିଏ । ଆଉ ଏଇ ସ୍ୱପ୍ନ ଟିକିଏ ଅଧିକ ରଙ୍ଗେଇ ହେଇଯାଏ ଯୌବନର ମୃଦୁ ସ୍ପର୍ଶରେ । ନୂଆ ମଣିଷଟିଏ ଧସେଇ ପଶିଆସେ ମନ ଭିତରକୁ । ମାୟାଧର ମାନସିଂହଙ୍କ “ତରୁଣ…

ଅଧିକ ପଢ଼ନ୍ତୁ
Bichalita-Saishaba

ବିଚଳିତ ଶୈଶବ

॥୧॥ “ଝିଅ ! ଖାଇସାରିଲୁଣି? ନା ସେମିତି ବସିଛୁ?” ଆର ରୁମ୍‌ରୁ ମାମାର ପାଟି ଶୁଣି ଟିଭି ଦେଖାରେ ମଜ୍ଜି ଯାଇଥିବା ଝିଅର ଧ୍ୟାନ ଭାଙ୍ଗିଗଲା । ଆରେ ସତେ ତ! ଖାଇବା ଏ ଯାଏ ଆରମ୍ଭ ହେଇନି । ବସ ଆସିବା ସମୟ ହେଇଗଲାଣି । ବ୍ୟାଗ ସଜଡ଼ା ହେଇନି, ଡ୍ରେସ୍ ସେମିତି ଆଇରନ୍ ଦେଇ ଥୁଆଯାଇଛି, ଜୋତା ବ୍ରସ୍ ହେଇନି, ମୋଜା ଦୁଇଟା ବି କୁଆଡ଼େ ଦିଶୁନି । ଏ ଡୋରେମନ୍‌ଟା ମହା ବଦମାସ…

ଅଧିକ ପଢ଼ନ୍ତୁ
Pherichhi Barsa Odia Short Story by Prabir Kumar Sahoo

ଫେରିଛି ବର୍ଷା

ଫେରିଛି ଫଗୁଣର, (ଉତ୍କଳ ଦିବସ ସଂସ୍କରଣରେ ପ୍ରକାଶିତ) ଦ୍ୱିତୀୟ ଭାଗ କଫି କପରୁ ପ୍ରଥମ ସିପ୍ ନେଉ ନେଉ ସମୀର କହିଲା “ମୋତେ କ୍ଷମା କରିବ ସୋନାଲି, ଆସିବି ଆସିବି କହି ଗୋଟେ ମାସ ହେଇଗଲା ଯେ ଆଜି ସମୟ ମିଳିଲା ତୁମ ସହ ଦେଖା କରିବାକୁ । ହସ୍ପିଟାଲର ତିନିଜଣ ଯାକ କାର୍ଡିଓଲୋଜିଷ୍ଟ ଆଉଟ ଅଫ ଷ୍ଟେସନ ଆଉ ମୋର ସ୍ପେଶାଲ ଡ୍ୟୁଟି । ଖାଇବା ନା ଶୋଇବା କିଛି ବି ଠିକନାହିଁ । କୁହନି…

ଅଧିକ ପଢ଼ନ୍ତୁ